ETV Bharat / sitara

‘ବଲିଉଡର ଖଳନାୟକ ଗୋଷ୍ଠୀଙ୍କ ପରିଚୟ ମିଳିବା ଏବେବି ବାକି ଅଛି’ - bollywood cartel remains to be identified

ସୁଶାନ୍ତଙ୍କ ମାମଲାରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତଙ୍କ ଆଗରେ ନିଜର ମତ ରଖିଛନ୍ତି । ଆଜି ସେ ଏକ ଟ୍ବୁଇଟ ମାଧ୍ୟମରେ ମୁମ୍ବାଇ ପୋଲିସ ଏବଂ ବଲିଉଡର ଭୂମିକା ଉପରେ ଆଙ୍ଗୁଳି ଉଠାଇଛନ୍ତି । ଅଧିକ ପଢନ୍ତୁ...

swamy on sushant case bollywood cartel remains to be identified
‘ବଲିଉଡ କାର୍ଟେଲର ପରିଚୟ ମିଳିବା ଏବେ ବି ବାକି ଅଛି’
author img

By

Published : Aug 26, 2020, 9:08 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମୁମ୍ବାଇ ପୋଲିସ ଏବଂ ବଲିଉଡର ଭୂମିକା ଉପରେ ଆଙ୍ଗୁଳି ଉଠାଇଛନ୍ତି ।

ଏହି ପ୍ରସଙ୍ଗରେ କ୍ରମାଗତ ଭାବେ ସକ୍ରିୟ ଥିବା ସ୍ବାମୀ ବୁଧବାର ଟ୍ୱିଟ୍ କରି କହିଛନ୍ତି ଯେ, ଜୁଲାଇ 9 ରେ ମୁଁ ପ୍ରଥମ ଥର ପାଇଁ କହିଥିଲି ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଆରମ୍ଭ କରାଯାଉ । ମୁଁ ସୂଚାଇ ଦେଇଥିଲି ଯେ, ବଲିଉଡ କାର୍ଟେଲ (ଏକ ଗୋଷ୍ଠୀ) ପରିଚୟ ମିଳିବା ଏବେ ବି ବାକି ଅଛି ।

ଏହି ମାମଲାରେ ମନି ଲଣ୍ଡରିଂ ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡ୍ରଗ୍ ସିଣ୍ଡିକେଟ୍ କନେକ୍ସନ ଯାଞ୍ଚ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ରୁ ସହାୟତା ମାଗିବା ପରେ ସ୍ବାମୀଙ୍କ ଟ୍ୱିଟ୍ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.