ETV Bharat / sitara

Hrithik Turns 48: ହ୍ରିତିକଙ୍କ ବର୍ଥଡେରେ ଭାବବିହ୍ବଳ ଭିଡିଓ ସେୟାର କଲେ ସୁଜୈନ

author img

By

Published : Jan 10, 2022, 5:00 PM IST

Updated : Jan 10, 2022, 5:19 PM IST

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଆଜି ତାଙ୍କର ୪8 ତମ ଜନ୍ମଦିନ ପାଳନ କରୁଛନ୍ତି। ହ୍ରିତିକ ତାଙ୍କ ପରିବାର ଓ ବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନ ମଧ୍ୟ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ପୂର୍ବତନ ସ୍ବାମୀଙ୍କ ଜନ୍ମଦିନରେ ସୁନ୍ଦର ଭିଡିଓ ସେୟାର କଲେ ସୁଜୈନ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଆଜି ତାଙ୍କର ୪8 ତମ ଜନ୍ମଦିନ ପାଳନ କରୁଛନ୍ତି । ହ୍ରିତିକ ତାଙ୍କ ପରିବାର ଓ ବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନ ମଧ୍ୟ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ସୁଜୈନ୍‌ ଏକ ସ୍ପେସାଲ ମେସେଜ୍‌ ମଧ୍ୟ ଦେଇଛନ୍ତି।

ଭିଡିଓ ଶେୟାର କରି ସୁଜୈନ୍‌ ଲେଖିଛନ୍ତି, ଶୁଭ ଜନ୍ମଦିନ । ତୁମେ ସବୁଠୁ ଭଲ ବାପା...ରେ ଏବଂ ରିଜ୍ ବହୁତ ଭାଗ୍ୟଶାଳୀ କି ତୁମେ ତାଙ୍କ ପାଖରେ ଅଛ । ତୁମର ସମସ୍ତ ସ୍ବପ୍ନ ଏବଂ ଇଚ୍ଛା ଆଜି ଏବଂ ସବୁବେଳେ ପୂରଣ ହେଉ । ଏହି ଭିଡିଓରେ ହ୍ରିତିକ ରୋଶନ ତାଙ୍କର ଦୁଇ ପୁଅ ରେହାନ (Hrehaan 13) ଏବଂ ରିଧାନ (Hridhaan 11)ଙ୍କ ଏକାଠି ନଜର ଆସିଛନ୍ତି । ଏହି ଭିଡିଓରେ ହ୍ରିତିକଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି ।

ଆହୁରି ପଢନ୍ତୁ :-କ୍ୟାରିୟର ଆରମ୍ଭରେ ବିବାହ କରିଥିଲେ ହ୍ରିତିକ, ପତ୍ନୀଙ୍କୁ ଛାଡପତ୍ର ପଡିଥିଲା ବହୁତ ମହଙ୍ଗା

ବଲିଉଡରେ ସଫଳ ଡେବ୍ୟୁ ପରେ ହ୍ରିତିକ ରୋଶନ ସଞ୍ଜୟ ଖାନଙ୍କ ଝିଅ ସୁଜୈନ ଖାନଙ୍କୁ ବିବାହ କରିଥିଲେ । ତେବେ ବର୍ତ୍ତମାନ ଉଭୟ ଛାଡପତ୍ର ଦେଇସାରିଛନ୍ତି । ଛାଡପତ୍ର ପରେ ସେ ତାଙ୍କ ପତ୍ନୀ ସୁଜୈନ ଖାନଙ୍କୁ 380 କୋଟି ଟଙ୍କା ଦେଇଥିଲେ । ଉଭୟଙ୍କ ଛାଡପତ୍ର ପୂରା ଦୁନିଆର ସବୁଠାରୁ ମହଙ୍ଗା ଛାଡପତ୍ର ମଧ୍ୟରୁ ଗୋଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 10, 2022, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.