ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା: ସଚ୍ ଭାରତ ଅଭିଯାନରେ ସୁଚିତ୍ରା

author img

By

Published : Sep 4, 2020, 7:01 PM IST

ସୁଶାନ୍ତଙ୍କ ସୁସାଇଡ କେସରେ ସତ ସାମ୍ନାକୁ ଆସିବା ପାଇଁ ସଚ୍ ଭାରତ ଅଭିଯାନ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି ସୁଚିତ୍ରା । ଟ୍ବିଟ କରି କହିଲେ ସେ ଭାରତ ପକ୍ଷରେ ଅଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଅଭିନେତ୍ରୀ ସୁଚିତ୍ରା କ୍ରିଷ୍ଣାମୂର୍ତ୍ତି ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ଆସିଥିଲେ । ସେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଓ ଫେମସ ନିର୍ମାତା ମହେଶ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଅନେକ କଥା କହିଥିଲେ । ଏହାସହ ସେ ଚାହୁଁଛନ୍ତି ଏହି କେସରେ ପଚରାଉଚରା ପାଇଁ ସିବିଆଇରୁ ମହେଶଙ୍କୁ ଡକାଯାଉ । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସେ ସଚ୍ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ସୁଶାନ୍ତଙ୍କ କେସରେ । ଯାହାଦ୍ବାର ସତ ସାମ୍ନାକୁ ଆସିବ ବୋଲି ସେ ଚାହୁଁଛନ୍ତି ।

  • Lets start a #SachBharat campaign in the name of#SSR

    India needs to restore faith in our system. May truth and justice prevail

    🙏

    — Suchitra Krishnamoorthi (@suchitrak) September 4, 2020 " class="align-text-top noRightClick twitterSection" data=" ">

ଏହି ବିଷୟରେ ସେ ଏକ ଟ୍ବିଟ କରି ଜଣାଇଛନ୍ତି, ‘ଚାଲନ୍ତୁ ଆରମ୍ଭ କରିବା ସଚ୍ ଭାରତ ଅଭିଯାନ ସୁଶାନ୍ତ ସିଂ ରାଜପୁତଙ୍କ ନାମରେ । ଭାରତକୁ ପୁଣିଥରେ ଆମ ଆଇନ ବ୍ୟବସ୍ଥା ଉପରେ ବିଶ୍ବାସ କରିବାକୁ ହେବ । ଯାହାଦ୍ବାରା ସତ ଓ ନ୍ୟାୟ ମିଳିପାରିବ ।’

  • False narrative? After all the drug chats have been exposed? If it cleans up our society & restores even a modicum of honesty in our society it is worth it. I dont know whose side u r on @MinhazMerchant- as for me i am on #India's side. 🙏 https://t.co/QYjJlMaMyb

ଏହାବ୍ୟତୀତ ସେ ଜଣେ ୟୁଜରଙ୍କ ଟ୍ବିଟରେ ପ୍ରତିକ୍ରିୟା ଦେବାକୁ ଯାଇ ଜବାବରେ କହିଛନ୍ତି, ‘ମିଥ୍ୟା କାହାଣୀ । ସମସ୍ତ ଡ୍ରଗ ଚାଟ ପ୍ରକାଶ ପାଇବା ପରେ ଯଦି ଏହା ଆମ ସମାଜକୁ ପରିଷ୍କାର କରେ ଏବଂ ଆମ ସମାଜରେ ସଚ୍ଚୋଟତାର ଏକ କାର୍ଯ୍ୟର ପୁନରୁଦ୍ଧାର କରେ, ତେବେ ଏହା ମୂଲ୍ୟବାନ | ମୁଁ ଜାଣେ ନାହିଁ ଆପଣ କେଉଁ ପାର୍ଶ୍ବରେ ଅଛେ । କିନ୍ତୁ ମୁଁ ଭାରତ ସପକ୍ଷରେ ଅଛି ।’

ପ୍ରକାଶ ଥାଉକି ଏନସିବି( ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ)। ତେବେ ଶୁକ୍ରବାର ସକାଳ 6:30 ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର ଏକ ପାଞ୍ଚ ଜଣିଆ ଟିମ୍ ରିୟାଙ୍କ ବାସଭବନ ସମେତ ମିରାଣ୍ଡାଙ୍କ ଘରେ ଚଢାଉ ଜାରି ରଖିଥିଲେ । ଯାହାକୁ ଆଧାର କରି ଟ୍ବିଟର ୟୁଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହି ପ୍ରତିକ୍ରିୟାର ଜବାବରେ ଏମିତି କହିଛନ୍ତି ସୁଚିତ୍ରା ।

@ians_india

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.