ETV Bharat / sitara

'ରାମ କୀ ଜନ୍ମଭୂମି' ପ୍ରଦର୍ଶନକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ

ପରିଶେଷରେ ରିଲିଜ ହେବାକୁ ଯାଉଛି ରାମ ମନ୍ଦିର ପ୍ରସଙ୍ଗ ଉପରେ ଆଧାରିତ ଫିଲ୍ମ 'ରାମ କୀ ଜନ୍ମଭୂମି' । ସୁପ୍ରିମକୋର୍ଟରୁ ଫିଲ୍ମକୁ ଗ୍ରୀନ-ସିଗନାଲ ମିଳିଛି।

author img

By

Published : Mar 30, 2019, 11:23 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: 'ରାମ କୀ ଜନ୍ମଭୂମି' ଫିଲ୍ମର ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ସମସ୍ତ ଆବେଦନକୁ ଖାରଜ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏହି ଫିଲ୍ମ ମାର୍ଚ୍ଚ 29ରେ ପୁରା ଦେଶର ସିନେମା ଘରେ ପ୍ରଦର୍ଶିତ ହେବାକୁ ଯାଉଛି । ଫିଲ୍ମ ପ୍ରଦର୍ଶନ ଉପରେ ରୋକ ଲଗାଇବା ଦାବି କରାଯାଇଥିବା ଯାଚିକାରେ ନ୍ୟାୟମୂର୍ତ୍ତି ଏସ.ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏକ ଖଣ୍ଡପୀଠରେ ସମୀକ୍ଷା ହୋଇଛି । ଯାଚିକାକର୍ତ୍ତା ଦାବି କରିଥିଲେ କି ଫିଲ୍ମ ପ୍ରଦର୍ଶିତ ହେବାରୁ ଅଯୋଧ୍ୟା ଭୂମି ବିବାଦରେ ଜାରିଥିବା ମଧ୍ୟସ୍ଥତା ପ୍ରକ୍ରିୟା ଉପରେ ପ୍ରଭାବ ପଡିବ ।

ଖଣ୍ଡପୀଠରେ କୁହାଯାଇଛି ଯେ, ମଧ୍ୟସ୍ଥତା ପ୍ରକ୍ରିୟା ଏବଂ ଫିଲ୍ମ ପ୍ରଦର୍ଶନ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଏହାସହ ପୀଠରେ ଯାଚିକା ଉପରେ ଦୁଇ ସପ୍ତାହ ପରେ ଶୁଣାଣି କରାଯିବ । 'ରାମ କୀ ଜନ୍ମଭୂମି' ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସନୋଜ ମିଶ୍ରା । ଫିଲ୍ମର କାହାଣୀ ବିବାଦୀୟ ରାମ ମନ୍ଦିର ପ୍ରସଙ୍ଗ ଉପରେ ଆଧାରିତ ହୋଇଛି।

ଏହା ପୂର୍ବରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏପରି ଆଉ ଏକ ଯାଚିକାର ଶୁଣାଣି ହୋଇ ବୁଧବାର କୁହାଯାଇଥିଲା ଯେ, ସମ୍ବିଧାନ ଅନୁଯାୟୀ ସ୍ବାଧୀନତାର ଗ୍ୟାରେଣ୍ଟିକୁ ଠିକ୍ ରୂପେ ରଖିବା ପାଇଁ ଲୋକଙ୍କୁ ସହିଷ୍ଣୁ ହେବାକୁ ପଡିବ ।

ଅଦାଲତ ଏହି ଟିପ୍ପଣୀ ୟାକୁବ ହବିବୁଦ୍ଦିନ ତୁସୀ ନାମକ ବ୍ୟକ୍ତିଙ୍କ ଯାଚିକା ଶୁଣାଣି ସମୟରେ କହିଛନ୍ତି । ନିଜକୁ ମୋଗଲ ବାଦଶାହ ବାହାଦୂର ଶାହ ଜଫରର ବଂଶ କହୁଥିବା ତୁସୀ ଫିଲ୍ମ 'ରାମ କୀ ଜନ୍ମଭୂମି'ର ରିଲିଜ ଉପରେ ରୋକ ଲଗାଇବାକୁ ଅନୁରୋଧ କରିଛନ୍ତି ।

ବାଘ ଛାଲର କଳା ବେପାର,
ସମ୍ବଲପୁର କୁଚିଣ୍ଡାରୁ ୭ଗିରଫ
ସାମ୍ନାକୁ ଆସିଲା ବାଘ ଛାଲର କଳା ବେପାର। ବାଘଛାଲ ବେପାର ପଛରେ ଓଡିଶା ବ୍ଯବସାୟୀ।ଯାହାର ଖୁଲାସା କରିଛି କ୍ରାଇମବ୍ରାଂଚ ଏସଟିଏଫ।ସମ୍ବଲପୁରର କୁଚିଣ୍ଡାରେ ବାଘ ଛାଲ କଳାବ୍ଯବସାୟୀର ସୁରାଖ ପାଇ ୭ ଜଣକୁ ଗିରଫ କରିଛି ଏସଟିଏଫ।ସେମାନଙ୍କ ନିକଟରୁ ୪ଟି ବାଘଛାଲ ଜବତ ହୋଇଛି।ଯାହାର ଆନୁମାନିକ ମୁଲ୍ଯ କଳାବଜାରେ ଏକ କୋଟିରୁ ଉର୍ଧ ହେବ ବୋଲି ସୁଚନା ମିଳିଛି। ତେବେ ଅଭିଯୁକ୍ତମାନେ ହେଲେ ସଂଜୟ ବାଗ,ସୁନିଲ କୁମାର କାଲୋ,ଜଶରାଜ ପଟେଲ,ଝସକେତନ ନାୟକ,ମିନକେତନ ମୁଣ୍ଡା,କୈଳାସ ମାଝି,କୁମୁଦ ବରା। ତେବେ ମୁମ୍ବାଇ ଓ କୋଲକତାର ବ୍ଯବସାୟୀଂକ ସହ ଡିଲ କରୁଥିବାର ଅନୁମାନ କରୁଛି ଏସଟିଏଫ।ବଡ କଥା ହେଉଛି ଏମାନଙ୍କ ମଧ୍ଯରେ କେତେଜଣ ଶିକାରି ରହିଥିବା ବେଳେ କେତେ ଜଣ ବ୍ଯବସାୟୀ ମଧ୍ଯ ରହିଛନ୍ତି।ତେବେ ବଡ କଥା ହେଉଛି ବାଘ ଛାଲ କାରବାର ନେଇ ବାଘ କେଉଁଠୁ ମରାଯାଇଛି। ଯାହାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି। ଯଦି ବାଘ ଓଡିଶାରୁ ମରାଯାଇଛି କିଭଳି ଏହାର ସୁରାକ ପାଉନି ବନ୍ଯବିଭାଗ। ଯାହା ଏବେ ବଡ ରାକେଟ ସାମ୍ନାକୁ ଆସିଛି ଏନେଇ ତଦନ୍ତ ଚାଲିଥିବା ବେଳେ ଗିରଫ ଅଭିଯୁକ୍ତଂକୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବ ବୋଲି ସୁଚନା ମିଳିଛି।ତେବେ ଏନେଇ କୁଚିଣ୍ଡା ଫରେଷ୍ଟ ଡିଭିଜନ ସହ ଯୋଗାଯୋଗରେ ରହି ଏନେଇ ତଦନ୍ତ କରାଯାଉଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କୁ ବନ୍ଯପ୍ରାଣି ସୁରକ୍ଷା ନିୟମ ୯,୩୯,୪୪,୪୯ ବି,୫୨ ଓ  ଆପିସିର ଧାରା ୩୭୯,୪୧୧,୧୨୦ବିରେ ଗିରଫ କରାଯାଇଛି। ତେବେ ଖୁବଶିଘ୍ର ଏହି ରାକେଟର ଫର୍ଧାଫାସ କରାଯିବ ବୋଲି ଏସଟିଏଫ ଏସପି  କହିଛନ୍ତି।
ବାଇଟ-ରାହୁଲ ପିଆର,ଏସଟିଏଫ ଏସପି
Mojo

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.