ETV Bharat / sitara

ନିଜ ଅଭ୍ୟାସକୁ ନେଇ ଚିନ୍ତିତ ସନ୍ନି

ବି-ଟାଉନର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ଅଭ୍ୟାସ ବିଷୟରେ ଜାଣି ଆଶ୍ଚର୍ଯ୍ୟରେ ଫ୍ୟାନ୍ସ । ପ୍ରତି 15 ମିନିଟରେ ଗୋଡ ସଫା କରିବାକୁ ଭଲ ପାଆନ୍ତି ସନ୍ନି । ତେବେ ଯେକୌଣସି ସ୍ଥାନ ହୋଇ ନିଜ ଅଭ୍ୟାସରୁ ବାଦ ପଡନ୍ତି ନାହିଁ ସନ୍ନି ।

author img

By

Published : Mar 4, 2019, 3:41 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: ସେକ୍ସୀ ଆକ୍ଟ୍ରେସ ସନ୍ନି ଲିଓନୀ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ଆକ୍ଟ୍ରେସଜଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ପ୍ରଫେସନାଲ ଲାଇଫ ନୁହେଁ ପର୍ସନାଲ ଲାଇଫ ବିଷୟରେ ଜାଣିବାକୁ ମଧ୍ୟ ସବୁବେଳେ ଏକ୍ସାଇଟେଡ ଫ୍ୟାନ୍ସ । ଏହି କାରଣ ହେଲା କି ସେ ଇଣ୍ଟରନେଟରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରିଟି ମଧ୍ୟରେ ରହିସାରିଛନ୍ତି । କେହି ନା କେହି ତାଙ୍କ ଜୀବନ ବିଷୟରେ ଜାଣିବାକୁ ନିହାତି ଗୁଗଲ ଖୋଲିଥିବେ ।

ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ଏପରି କଥା ଜାଣିବା, ଯାହା ଶୁଣି ଆପଣ ମାନେ ନିହାତି ଆଶ୍ଚର୍ଯ୍ୟ ହେବେ । କଥାଟି ହେଲା ତାଙ୍କ ଖାସ୍ ଅଭ୍ୟାସ ବିଷୟରେ । ତାଙ୍କ ଏହି ଅଭ୍ୟାସ ଏପରି କି ସେ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ କାହାରିକୁ ଖାତିର କରନ୍ତି ନାହିଁ ଏବଂ ନିଜ କାମ କରିଥାଆନ୍ତି ।

ପ୍ରକାଶ ଥାଉକି ତାଙ୍କର ଏହି ଅଭ୍ୟାସ ବିଷୟରେ ଫିଲ୍ମ 'ଜିସ୍ମ-2' ସୁଟିଂ ସମୟରେ ଜଣାପଡିଥିଲା । ଏହା ଜଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଏହି ଅଭ୍ୟାସ ପାଇଁ ସୁଟିଂରେ ମଧ୍ୟ ବିଳମ୍ବ ହୋଇଥିଲା ।

ଯଦି ଆପଣ ତାଙ୍କ ଏହି ଅଭ୍ୟାସ ବିଷୟରେ ଭାବି ଭାବି ମସ୍ତିଷ୍କ ଉପରେ ଜୋର ପକାଉଛନ୍ତି । ଜଣାଇ ଦେଉଛୁ ଯେ ସନ୍ନିଙ୍କ ଏହି ଅଭ୍ୟାସ ଆଉ କିଛି ନୁହେଁ, ବରଂ ବାରମ୍ବାର ପାଦ ଧୋଇବା ଅଭ୍ୟାସ । ଯେପରି କିଛି ଲୋକଙ୍କୁ ବାରମ୍ବାର ହାତ ଧୋଇବାର ଅଭ୍ୟାସ ଥାଏ, ସେହିପରି ସନ୍ନିଙ୍କୁ ଗୋଡ ଧୋଇବାର ଅଭ୍ୟାସ ଅଛି ।

undefined

ସେ ଏହି ଅଭ୍ୟାସ ପଛରେ ଏତେ ପାଗଳ ଅଛନ୍ତି ଯେ ପ୍ରତି 15 ମିନିଟରେ ପାଦ ସଫା କରିଥାଆନ୍ତି । ତେବେ ତାହା ସୁଟିଂ ସେଟ ହେଉ କିମ୍ବା କୌଣସି ମଧ୍ୟ ସ୍ଥାନ ହେଉ ସେ ନିଜ ଅଭ୍ୟାସରୁ କେବେ ବାଦ ପଡନ୍ତି ନାହିଁ ।

SLUG - SISUMITRA THANA
FORMAT - PKG
REPORTER- HARIHARA PATNAIK
PLACE - GAJAPATI 
DATE - 03.03.2019
ଆଙ୍କର - ସାଧାରଣତଃ ପୋଲିସର ନାଁ ଶୁଣିଲେ ସମସ୍ତେ ଡରନ୍ତି  । ବିଶେଷ କରି ପିଲାମାନେ ପୋଲିସ ପୋଷାକକୁ ଦେଖିଲେ ଭୟଭିତ ହୋଇଯାଆନ୍ତି  । ଏଭଳି ସ୍ଥିତିରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଯେତେବେଳେ ଶିଶୁ ଟିଏ ପୋଲିସ ସଂଷ୍ପର୍ଷରେ ଆସେ ସେତେବେଳେ ସେ ମାନସିକ ଭାବେ ଅପ୍ରସ୍ତୁତ ହୋଇପଡେ  । ତେଣୁ ଏହାକୁ ଦୃଷ୍ଟିରେ ରଖି ଗଜପତି ପୋଲିସ ନେଇଛି ଏକ ନିଆରା ପଦକ୍ଷେପ  । ଶିଶୁ ସୁରକ୍ଷା ବାଭାଗ ସହାୟତାରେ ପାରଳାଖେମୁଣ୍ଡି ଥାନା ପରିସରରେ ଖୋଲିସ ଏକ ଶିଶୁ ମିତ୍ର ଥାନା  । ତେବେ ପୋଲିସର ଆଚରଣରେ ପରିବର୍ତନ ନଆସିଲେ ଏହା କୌଣସି ସୁଫଳ ମିଳିବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ  । 
ଭିଓ 01 - ଖାଇଦେ ପୋଲିସ ଆସିଯିବ, ଦୁଷ୍ଟାମି କରେନା ପୋଲିସକୁ କହିଦେବି, ପ୍ରାୟ ପ୍ରତ୍ୟେକ ଘରେ ନିଜ ପିଲାକୁ ଆକଟ କରିବା ପାଇଁ ମାଁ ମାନେ ଏଭଳି ଶବ୍ଧର ପ୍ରୟୋଗ କରିଥାନ୍ତି  । ଫଳରେ ଶିଶୁ ଟିଏ ପୋଲିସ କଣ ଜାଣିବା ଆଗରୁ ହିଁ ଡରିବା ଆରମ୍ଭ କରିଥାଏ  । କେତେବେଳେ କେମିତି ଶିଶୁ ଟିଏ ଯଦି ପରୋକ୍ଷ ଭାବେ କିମ୍ବା ପ୍ରତ୍ୟେକ ଭାବେ ପୋଲିସ ସଂଷ୍ପର୍ଷରେ ଆସେ ତାହା ହେଲେ ତ କଥା ସରିଲା  । ଶିଶୁଟି ମାନସିକ ଭାବେ ଅପ୍ରସ୍ତୁତି ହେବା ସହ ନିଜକୁ ଅସୁରକ୍ଷିତ ମଣିଥାଏ  । ତେବେ ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ ଗଜପତି ଏସପି ନେଇଛନ୍ତି ଏକ ନିଆରା ପଦକ୍ଷେପ  । ପାରଳାଖେମଣ୍ଡିରେ ଖୋଲାଯାଇଛି ଶିଶୁ ମିତ୍ର ଥାନା  । ପୋଲିସ ଦ୍ବାରା ଉଦ୍ଧାର ହୋଇଥିବା କିମ୍ବା କୌଣସି ମାମଲାରେ ନିଜେ କିମ୍ବା ନିଜ ସଂପର୍କୀୟଙ୍କ ସହ ଆସିଥିବା ଶିଶୁ ମାନେ ଏଭଳି ଧାରଣାରୁ ଦୁରେଇ ରହିବେ ଏବଂ ସେମାନେ ପୋଲିସ ନିକଟରେ ସୁରକ୍ଷିତ, ଏହି ଧାରଣା ସୃଷ୍ଟି ହେବେ ସେଥିପାଇଁ ଏହି ଥାନା ପରିସରରେ ରହିଛି ଶିଶୁଙ୍କ ପାଇଁ ଉପଯୋଗୀ ଖେଳ ଉପକରଣ ସାଙ୍ଗକୁ ପୁସ୍ତକ  । ଥାନା କାନ୍ଥରେ ଅଙ୍କା ଯାଇଛି ବହୁ ଶିକ୍ଷଣୀୟ ଚିତ୍ର । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସହାୟତାରେ ଏହା କରାଯାଇଥିବା ବେଳେ ଶିଶୁଙ୍କ ପାଇଁ ଏହା ବେଶ ଉପଯୋଗୀ ହେବ ବୋଲି କହିଛନ୍ତି ଉଭୟ ଏସପି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ।
ବାଇଟ 01 - ସାରା ଶର୍ମା ( ଏସପି, ଗଜପତି)
ବାଇଟ 02-ଅରୁଣ କୁମାର ତ୍ରୀପାଠୀ (ଶିଶୁ ସୁରକ୍ଷା ଅଧିକାରୀ,ଗଜପତି)
ଭିଓ 02 - ପୋଲିସକୁ ଲୋକାଭିମୁଖୀ କରିବା ପାଇଁ ସରକାର ବନ୍ଧୁତ୍ବ ଭାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । ଏଥିପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜନ ସଂପର୍କ ଶିବିର କରାଯାଉଛି  । ତେବେ ପୋଲିସର ଆଚରଣରେ ସେଭଳି କୌଣସି ପରିବର୍ତନ ହେଉନଥିବାରୁ ଏହା ସେତେଟା ଫଳପ୍ରଦ ହୋଇପାରିନାହିଁ  । ତେଣୁ ବର୍ତମାନ ଆରମ୍ଭ ହୋଇଥିବା ଶିଶୁ ମିତ୍ର ଥାନାର ସୁଫଳକୁ ନେଇ ବିଶେଷଜ୍ଞ ମାନେ ସନ୍ଦେହ ପ୍ରକାଶ କରିଛନ୍ତି  । ...........
ବାଇଟ 03- ହୀରଚାନ୍ଦ ପଟନାୟକ (ଆଇନଜିବୀ)
ଫାଭିଓ - ଅପରାଧ ନିୟନ୍ତ୍ରଣ ପାଇଁ  କେବଳ ଲୋକଙ୍କୁ ଭୟଭିତ କରାଇ ସମ୍ଭବ ନୁହେଁ  । ଏଥିପାଇଁ ଲୋକ ସଂପର୍କ ମଧ୍ୟ ଆବଶ୍ୟକ  । ତେବେ ଲୋକ ସଂପର୍କ ପାଇଁ ସବୁବେଳେ ପୋଲିସର ଆଚରଣ ବାଧକ ସାଜିଥିବା ଅଭିଯୋଗ ହୋଇଛି  । ତେଣୁ ଏହା ଉପରେ ଗୁରୁତ୍ବ ଦେବା ଜରୁରୀ  । .............
...........ଗଜପତିରୁ ହରିହର ପଟନାୟକ ଇଟିଭି ନ୍ୟୁଜ  ।....................

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.