ETV Bharat / sitara

ଲଣ୍ଡନରେ ଓରିଜିନାଲ, କାଶ୍ମରୀରେ ଡୁପ୍ଲିକେଟ...

ସୋସିଆଲ ମିଡିଆରେ ଅକ୍ଷୟଙ୍କ ଡୁପ୍ଲିକେଟ ଫଟୋ ଭାଇରାଲ । ଯାହାକୁ ନେଇ ଚର୍ଚ୍ଚାରେ ଖିଲାଡି କୁମାର ।

author img

By

Published : Aug 29, 2019, 11:28 PM IST

ଡିଜାଇନ ଫଟୋ

ମୁମ୍ବାଇ: ‘ମିଶନ ମଙ୍ଗଲ’ର ସଫଳତା ପରେ ଅକ୍ଷୟ ବର୍ତ୍ତମାନ ନିଜ ମା'ଙ୍କ ସହ ଲଣ୍ଡନରେ ଥିବା ବେଳେ ଭାରତରେ ବୁଲୁଛନ୍ତି ତାଙ୍କ ଡୁପ୍ଲିକେଟ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଶ୍ଚର୍ଯ୍ୟ ହୋଇଗଲେ ନା । ତେବେ ଆସନ୍ତୁ ଜାଣିବାର ଏହା ରହସ୍ୟ...

କଥାଟି ହେଲା କି ଭାରତରେ ବର୍ତ୍ତମାନ ତାଙ୍କର ଡୁପ୍ଲିକେଟ ଫଟୋ ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇଛି । ସେହି ଫଟୋ ସାମ୍ନାକୁ ଆସିବା ମାତ୍ରେ ଖିଲାଡି କୁମାର ଇଣ୍ଟରନେଟରେ ଛାଇ ଯାଇଛନ୍ତି ।

ଅକ୍ଷୟଙ୍କ ନାମରେ ଯେଉଁ ଫଟୋ ଭାଇରାଲ ହେଉଛି, ତାଙ୍କ ନାମ ମାଜିଦ ମୀର । ସେ ଜାମ୍ମୁ-କାଶ୍ମୀରର ବାସିନ୍ଦା । ଆଉ ସେ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ବଡ ଫ୍ୟାନ୍ସ ମଧ୍ୟ । ସବୁଠାରୁ ମଜାଦାର କଥା ହେଲା କି ସେ ସୁନୀଲଙ୍କ ପରି ସବୁବେଳେ କ୍ୟାପ ପିନ୍ଧି ବୁଲନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.