ETV Bharat / sitara

ପୁଅ ଅହାନଙ୍କ ସନ-କିସଡର ଫଟୋ ସେୟାର କଲେ ବାପା ସୁନୀଲ ଶେଟ୍ଟୀ - ପୁଅ ଅହାନଙ୍କ ସନ- କିସଡର ଫଟୋ

ସୁନୀଲ ଇନଷ୍ଟାଗ୍ରାମରେ ତାଙ୍କ ପୁଅ ଅହାନଙ୍କ ଏକ ସନ- କିସଡର ଫଟୋ ସେୟାର କରିଛନ୍ତି । ସୁନୀଲ ଇନଷ୍ଟାଗ୍ରାମରେ ତାଙ୍କ ପୁଅ ଅହାନଙ୍କ ଏକ ସନ- କିସଡର ଫଟୋ ସେୟାର କରିଛନ୍ତି । ଅହାନଙ୍କ ଏହି ଫଟୋ ସେୟାର ହେବା ମାତ୍ରେ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରିଥିଲେ । ଏହାସହ ବହୁ ପ୍ରଶଂସକମାନେ ଏହି ଫଟୋରେ ମନ୍ତବ୍ୟ ଦେଇ କହିଥିଲେ, 1990 ମସିହାର ସୁନୀଲ ଶେଟ୍ଟୀ । ଅଧିକ ପଢନ୍ତୁ...

Suniel Shetty shares a picture of son Ahan Shetty and fans just can't stop gushing over their similar looks
ପୁଅ ଅହାନଙ୍କ ସନ- କିସଡର ଫଟୋ ସେୟାର କଲେ ବାପା ସୁନୀଲ ଶେଟ୍ଟୀ
author img

By

Published : Jun 5, 2020, 3:06 AM IST

ନୂଆଦିଲ୍ଲୀ: ଆଜିକାଲି ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ସେ ପ୍ରାୟତଃ ପ୍ରଶଂସକମାନଙ୍କ ମନୋରଞ୍ଜନ କରିବା ପାଇଁ ନିଜର ଏବଂ ପରିବାରର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି ।

ନିକଟରେ ସୁନୀଲ ଇନଷ୍ଟାଗ୍ରାମରେ ତାଙ୍କ ପୁଅ ଅହାନଙ୍କ ଏକ ସନ- କିସଡର ଫଟୋ ସେୟାର କରିଛନ୍ତି । ଫଟୋରେ ଅହାନ କଳା ସାର୍ଟ ଏବଂ ନୀଳ ରଙ୍ଗର ପୋଷାକରେ ବହୁତ ହ୍ୟାଣ୍ତସମ ଦେଖାଯାଉଛନ୍ତି । ଅହାନଙ୍କ ଏହି ଫଟୋ ସେୟାର ହେବା ମାତ୍ରେ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରିଥିଲେ । ଏହାସହ ବହୁ ପ୍ରଶଂସକମାନେ ଏହି ଫଟୋରେ ମନ୍ତବ୍ୟ ଦେଇ କହିଥିଲେ, 1990 ମସିହାର ସୁନୀଲ ଶେଟ୍ଟୀ ।

ସୁନୀଲ ଶେଟ୍ଟୀ ସେୟାର କରିଥିବା ଏହି ଫଟୋରେ, ପୁଅ ଅହାନ ଏକ ଅନ୍ଧକାର କୋଠରୀରେ ବସିଛନ୍ତି ଏବଂ ତାଙ୍କ ମୁହଁରେ ଆଂଶିକ ସୂର୍ଯ୍ୟ କିରଣ ପଡୁଥିବାର ଦେଖିବାକୁ ମିଳିଛି । ଏହି ଫଟୋରେ ଅହାନ ସମାନ ତାଙ୍କ ବାପା ସୁନୀଲ ଶେଟ୍ଟୀଙ୍କ ପରି ଦେଖାଯାଉଛନ୍ତି ।

ସୁନୀଲ ଇନଷ୍ଟାଗ୍ରାମରେ ତାଙ୍କ ପୁଅ ଅହାନଙ୍କ ଏକ ସନ- କିସଡର ଫଟୋ ସେୟାର କରିଛନ୍ତି ।

ପ୍ରକାଶ ଥାଉ କି, ଅହାନ ତାନିଆ ଶ୍ରଫଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ସର୍ବଦା ବହୁ ଚର୍ଚ୍ଚାରେ ଥାଆନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.