ETV Bharat / sitara

ପ୍ରଥମ ଦିନରେ 12.6 କୋଟିର ବ୍ୟବସାୟ କଲା ଷ୍ଟୁଡେଣ୍ଟ ଅଫ ଦି ଇୟର

author img

By

Published : May 12, 2019, 1:46 AM IST

ପ୍ରଥମ ଦିନରେ ବକ୍ସ ଅଫିସକୁ ହିଟ କରିଛନ୍ତି କରଣଙ୍କ ଷ୍ଟୁ଼ଡେଣ୍ଟ । ପ୍ରଥମ ଦିନରେ ବକ୍ସ ଅଫିସକୁ ହିଟ କରିଛନ୍ତି କରଣଙ୍କ ଷ୍ଟୁ଼ଡେଣ୍ଟ

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ପ୍ରଥମ ଦିନରେ ବକ୍ସ ଅଫିସକୁ ହିଟ କରିଛନ୍ତି କରଣଙ୍କ ଷ୍ଟୁ଼ଡେଣ୍ଟ । ଚଳଚ୍ଚିତ୍ର ସମୀକ୍ଷକ ତରଣ ଆଦର୍ଶ ନିଜ ଟ୍ବିଟର ହାଣ୍ଡେଲରେ ଏହି ଖବର ଦେଇଛନ୍ତି ।

ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ପୁନିତ ମଲହୋତ୍ରା । 2012 ରେ ରିଲିଜ ହୋଇଥିବା ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟରର ଏହା ସିକ୍ବେଲ । ପ୍ରଥମ ସିରିଜ ଜରିଆରେ ବରୁଣ ଧୱନ, ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମଲହୋତ୍ରା ବଲିଉଡରେ ଡେବ୍ୟୁ କରିଥିଲେ ।

ଦ୍ବିତୀୟ ସିରିଜରେ ମଧ୍ୟ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆ ବଲିଉଡରେ ଡେବ୍ୟୁ କରିଛନ୍ତି । ଫିଲ୍ମରେ ଅନନ୍ୟା-ତାରାଙ୍କ ଲୁକ ଓ ଡ୍ୟାନ୍ସ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବା ସହିତ ଟାଇଗରଙ୍କ ଜବରଦସ୍ତ ଷ୍ଟଣ୍ଟ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନିଜ ପ୍ରଥମ ଡେବ୍ୟୁ ଫିଲ୍ମରେ ତାରା ଓ ଅନନ୍ୟା ଦର୍ଶକଙ୍କ ମନ କିଣି ନେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.