ETV Bharat / sitara

ଅଲିଭିଆ ମୋରିସ୍‌ଙ୍କ ଫାଷ୍ଟ ଲୁକ୍ ସେୟାର କଲେ ରାଜମୌଲୀ

ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲୀ ଫିଲ୍ମ 'RRR'ରୁ ବ୍ରିଟିଶ ଅଭିନେତ୍ରୀ ଅଲିଭିଆ ମୋରିସଙ୍କ ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 29, 2021, 4:11 PM IST

ss-rajamouli-shares-first-look-of-olivia-morris-from-rrr
'RRR' ରୁ ଅଲିଭିଆ ମୋରିସ୍ ଙ୍କ ଫାଷ୍ଟ ଲୁକ୍ ସେୟାର କଲେ ରାଜମୌଲୀ

ହାଇଦ୍ରାବାଦ:'ବାହୁବଲୀ' ଫେମ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲୀ ତାଙ୍କ ଆଗାମୀ ଚଳଚ୍ଚିତ୍ର 'RRR' ରୁ ବ୍ରିଟିଶ ଅଭିନେତ୍ରୀ ଅଲିଭିଆ ମୋରିସଙ୍କ ଫାଷ୍ଟ ଲୁକ୍ ସେୟାର କରିଛନ୍ତି ।

ଅଭିନେତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଫାଷ୍ଟ ଲୁକ୍ ସେୟାର କରାଯାଇଛି । ସେ ଫିଲ୍ମରେ 'ଜେନିଫର' ଭୂମିକାରେ ନଜର ଆସିବେ ।

ସେୟାର୍ ହୋଇଥିବା ପୋଷ୍ଟରରେ ମୋରିସ୍ ଏକ ଖୋଲା ଜିପରେ ବସି ହସୁଥିବାର ନଜର ଆସିଛନ୍ତି । ସେ ଛୋଟ କେଶରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ପ୍ରକାଶ ଥାଉ ଯେ, ଅଲିଭିଆ ଜଣେ ଲଣ୍ଡନ ବେଷ୍ଟ ଅଭିନେତ୍ରୀ । ସେ ଟେଲିଭିଜନ୍ ସିରିଜ୍' ସେଭେନ ଟ୍ରେଲ୍ସ ଇନ ସେଭେନ ଡେଜ୍'ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.