ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ' ଚଳିତ ବର୍ଷ ପରିବର୍ତ୍ତେ 2022 ମସିହାରେ ବଡ ପରଦାରେ ଆସିବାର ଯୋଜନା ରହିଛି ।
-
#BreakingNews... #Pathan - which marks #SRK’s return to the big screen after a hiatus - will release in 2022... Not 2021... #SRK collaborates with leading production house #YRF after a long gap. pic.twitter.com/UdqTsdAoBp
— taran adarsh (@taran_adarsh) February 21, 2021 " class="align-text-top noRightClick twitterSection" data="
">#BreakingNews... #Pathan - which marks #SRK’s return to the big screen after a hiatus - will release in 2022... Not 2021... #SRK collaborates with leading production house #YRF after a long gap. pic.twitter.com/UdqTsdAoBp
— taran adarsh (@taran_adarsh) February 21, 2021#BreakingNews... #Pathan - which marks #SRK’s return to the big screen after a hiatus - will release in 2022... Not 2021... #SRK collaborates with leading production house #YRF after a long gap. pic.twitter.com/UdqTsdAoBp
— taran adarsh (@taran_adarsh) February 21, 2021
ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ରବିବାର ଦିନ ନିଜ ଇନଷ୍ଟାଗ୍ରାମରେ ଏହା ନିଶ୍ଚିତ କରିଛନ୍ତି ।
ତରନ ଲେଖିଛନ୍ତି, "# ବ୍ରେକିଙ୍ଗ୍ ନ୍ୟୁଜ୍ ... # ଫିଲ୍ମ 'ପଠାନ' । ଯାହା ବଡ ପରଦାରେ 2022 ରେ ମୁକ୍ତିଲାଭ କରିବ ... 2021ରେ ନୁହେଁ "।
ପ୍ରକାଶ ଥାଉ ଯେ, ତେବେ ପ୍ରଡକ୍ସନ୍ କମ୍ପାନୀ ଶାହରୁଖ ଖାନଙ୍କ ଅଭିନୀତ 'ପଠାନ'ର ରିଲିଜ୍ ତାରିଖ ଘୋଷଣା କରି ନାହିଁ ।