ETV Bharat / sitara

'ଅନ୍ଧାଧୁନ'ର ରେକର୍ଡ ଭାଙ୍ଗିଲା ଶ୍ରାଦେବୀଙ୍କ 'ମମ୍'

author img

By

Published : May 11, 2019, 11:52 PM IST

ଶ୍ରୀଦେବୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ମମ' ଚାଇନାରେ ରିଲିଜ ହୋଇଛି । ରିଲିଜର ପ୍ରଥମ ଦିନରେ ପ୍ରାୟ 11.47କୋଟିର ବ୍ୟବସାୟ କରିଛି ଫିଲ୍ମ 'ମମ' ।  ପ୍ରଥମ ଦିନରେ ଅନ୍ଧାଧୁନର 7.28 କୋଟି ବ୍ୟବସାୟ କରିଥିଲା ଯାହାକୁ ଭାଙ୍ଗିଛି 'ମମ' ।

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ଶ୍ରୀଦେବୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ମମ' ଚାଇନାରେ ରିଲିଜ ହୋଇଛି । ପ୍ରଥମ ଦିନରେ ଅନ୍ଧାଧୁନର 7.28 କୋଟି ବ୍ୟବସାୟ କରିଥିଲା ଯାହାକୁ ଭାଙ୍ଗିଛି 'ମମ' । ପ୍ରାୟ 11.47କୋଟିର ବ୍ୟବସାୟ କରିଛି ଫିଲ୍ମ 'ମମ' ।

ଏହାକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତରଣ ଆଦର୍ଶ । ଆୟୁଷମାନ ଖୁରାନାଙ୍କ ଅନ୍ଧାଧୁନ ରିଲିଜର ମାସେ ପରେ ଚାଇନାରେ 'ମମ' ରିଲିଜ ହୋଇଛି ।

taran adarsh
ଫଟୋ ସୌଜନ୍ୟ: ଏ ଏନ ଆଇ

ଫିଲ୍ମଟିକୁ ପ୍ରଥମେ ମାର୍ଚ୍ଚ 22ରେ ରିଲିଜ କରାଯିବାର ଥିଲା । ଫିଲ୍ମରେ ନୱାଜୁବ୍ଦିନ ସିଦ୍ଦିକି, ଅକ୍ଷୟ ଖନ୍ନାଙ୍କ ସହ ପାକିସ୍ତାନୀ ଅଭିନେତା ଆଦନ୍ନ ସିଦ୍ଦିକି ଓ ସଜଲ ଆଲ୍ଲିଙ୍କୁ ଦେଖିବାକୁ ମିଳିଥିଲା । ତେବେ 'ମମ' ଫିଲ୍ମ ଶ୍ରୀଦେବୀଙ୍କ ଶେଷ ଚଳଚ୍ଚିତ୍ର ଥିଲା । ଏହାପରେ 2018 ଫେବୃଆରୀରେ ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା ।

ଏହି ଫିଲ୍ମ ପାଇଁ ତାଙ୍କୁ ଦୁଇଟି ଜାତୀୟ ପୁରସ୍କାର ମଧ୍ୟ ମିଳିଛି । ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଶ୍ରୀଦେବୀଙ୍କୁ ଓ ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ପାଇଁ ଏ ଆର ରେହେମାନଙ୍କୁ ଏହି ପୁରସ୍କାର ମିଳିଥିଲା। ତେବେ ଫିଲ୍ମଟି ପୋଲାଣ୍ଡ, ରୁଷିଆ, ଲଣ୍ଡନ, ସିଙ୍ଗାପୁରରେ ମଧ୍ୟ ରିଲିଜ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.