ETV Bharat / sitara

ପ୍ରଭାସ @41, ଦେଖନ୍ତୁ ଦମଦାର ଆକ୍ସନର ଝଲକ...

author img

By

Published : Oct 23, 2020, 3:56 PM IST

ଆଜି 41 ବର୍ଷ ବୟସରେ ପର୍ଦାପଣ କରିଛନ୍ତି ଲୋକପ୍ରିୟ ଅଭିନେତା ପ୍ରଭାସ । 2002ରୁ କ୍ୟାରିୟର ଆରମ୍ଭ କରିଥିବା ପ୍ରଭାସ ଆଜି ସାଉଥର ସୁପରଷ୍ଟାର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଦମଦାର ଅଭିନୟ ଏବଂ ଶାନଦାର ଅନ୍ଦାଜ ସବୁବେଳେ ଫ୍ୟାନ୍ସଙ୍କୁ ଦିୱାନା କରିଥାଏ । ‘ବାହୁବଳୀ’ ଫିଲ୍ମ ପରଠୁ ସେ ସମସ୍ତଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି । ଆଜି ଏହି ମହାନ ଅଭିନେତାଙ୍କ 41ତମ ଜନ୍ମଦିନ । ଏହି ଖାସ୍ ଅବସରରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବାକୁ ଯାଇ ତାଙ୍କ ଅପକମିଂ ଫିଲ୍ମ ‘ରାଧେଶ୍ୟାମ’ର ଫାଷ୍ଟଲୁକ ପୋଷ୍ଟର ଜାରି କରିଥିଲେ ମେକର୍ସ। ସେପଟେ ଦୁଇଦିନ ପୂର୍ବରୁ ପ୍ରଭାସଙ୍କ ବର୍ଥଡେ ସେଲିବ୍ରେଶନ ସୋସିଆଲ ମିଡିଆରେ ଆରମ୍ଭ କରିଦେଇଛନ୍ତି ଫ୍ୟାନ୍ସ । ଏହି ଖାସ୍ ଅବସରରେ ନଜର ପକାଇବା ତାଙ୍କ କିଛି ଷ୍ଟଣ୍ଟ ସିନ୍ସ ଉପରେ...

ପାୱାର ପ୍ୟାକ ଆକ୍ସନ ସିନ ଓ ଷ୍ଟଣ୍ଟ ପାଇଁ ପ୍ରଭାସଙ୍କୁ ଅଧିକ ସଫଳତା ଏସ ଏସ ରାଜମୌଲୀଙ୍କ ଫିଲ୍ମ ‘ବାହୁବଳୀ’ରୁ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ଆକ୍ସନ ସିନ୍ସ, ଦମଦାର ଅଭିନୟ ଫିଲ୍ମକୁ ବ୍ଲକବଷ୍ଟର ସଜାଇଛି ।

‘ବାହୁବଳୀ: ଦ ବିଗିନିଂ’

ରାଜମୌଲୀଙ୍କ ନିର୍ଦ୍ଦେଶିତ ଆକ୍ସନ-ଡ୍ରାମାରେ ପ୍ରଭାସ ଶିବ ଲିଙ୍ଗ ନିଜ କାନ୍ଧ ଉପରେ ଉଠାଉଥିବାର ନଜର ଆସିଥିଲେ। ଦେଖନ୍ତୁ ଭିଡିଓ...

  • " class="align-text-top noRightClick twitterSection" data="">

‘ବାହୁବଳୀ: ଦ କନକ୍ଲ୍ୟୁଜନ’

‘ବାହୁବଳି’ର ଦ୍ବିତୀୟ ଭାଗରେ ଜବରଦସ୍ତ ଆକ୍ସନ ସିନ୍ନ ପର୍ଯ୍ୟବେଶିତ କରିଥିଲେ ମେକର୍ସ । ‘ବାହୁବଳୀ’ ସହ ଭଲ୍ଲାଲଦେବଙ୍କ ଦମଦାର ଫାଇଟ୍ ସମସ୍ତଙ୍କୁ କରିଥିଲା ଘାଇଲା। ଭଲ୍ଲାଲଦେବ ଅବତାରରେ ଫେମସ ଅଭିନେତା ରାଣା ଦଗ୍ଗୁବତୀ ଅଭିନୟ କରିଥିଲେ।

‘ସାହୋ’

ଆକ୍ସନ ଥ୍ରିଲର ଫିଲ୍ମ ‘ସାହୋରେ ପ୍ରଭାସଙ୍କ ପୁଣିଥରେ ଆକ୍ସନ ଅବତାର ଦେଖିବାକୁ ମିଳିଥିଲା । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ ଶ୍ରଦ୍ଧା କପୁର । ସେହିପରି ଜ୍ୟାକି ଶ୍ରଫ ଓ ନୀଲ ନୀତିନ ମୁକେଶ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ । ଏଥିରେ ହେଲିକାପ୍ଟର ଠୁ ନେଇ ଟ୍ରକ, ବାଇକ ଓ ଗାଡିରେ ଷ୍ଟଣ୍ଟ କରିଥିଲେ ପ୍ରଭାସ।

‘ରିବେଲ’

ପ୍ରଭାସଙ୍କ ଫିଲ୍ମ ‘ରିବେଲ’ ସାଉଥର ଚର୍ଚ୍ଚିତ ଆକ୍ସନ ଫିଲ୍ମ ମଧ୍ୟରୁ ଅନ୍ୟତମ । ଦେଖନ୍ତୁ ଫିଲ୍ମର ଶାନଦାର ସିନ।

‘ଛତ୍ରପତି’

ପ୍ରଭାସ ଓ ଶ୍ରେୟା ସରନଙ୍କ ଅଭିନୀତ ଆକ୍ସନ ଡ୍ରାମା ଫଇଲ୍ମ ‘ଛତ୍ରପତି’ରେ ପ୍ରଭାସଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ଫିଲ୍ମରେ ତାଙ୍କ ଭୂମିକାର ନାମ ‘ଛତ୍ରପତି’ ରଖାଯାଇଥିଲା ।

ପ୍ରକାଶ ଥାଉକି 2002ରେ ଆସିଥିବା ଆକ୍ସନ ଡ୍ରାମା ଫିଲ୍ମ ‘ଈଶ୍ବର’ରୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ସେହିପରି 2004ରେ ତାଙ୍କ ଅଭିନୀତ ଫିଲ୍ମ ‘ବର୍ଷମ’ ରିଲିଜ ହୋଇଥିଲା । ନିଜ ଶାନଦାର ଅଭିନୟ ପାଇଁ ଆଜି ସେ ସୁପରଷ୍ଟାର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.