ETV Bharat / sitara

ଧନୁଷଙ୍କ ସହ ଦେଶୀ ଠୁମକା ଲଗାଇଲେ ଫ୍ରେଞ୍ଚ ଅଭିନେତ୍ରୀ - song

ଟ୍ରେଲର ପରେ ଏବେ ରିଲିଜ ହୋଇଯାଇଛି 'ଦ ଏକ୍ସଷ୍ଟ୍ରାଅଡିନାରୀ ଜର୍ଣ୍ଣି ଅଫ ଦ ଫକୀର'ର 'ମଦାରୀ' ଗୀତ । ଗୀତରେ ଧନୁଷଙ୍କ ଶାନଦାର ଡ୍ୟାନ୍ସ ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଧନୁଷ
author img

By

Published : Jun 12, 2019, 2:38 AM IST

ମୁମ୍ବାଇ: ସାଉଥ ସୁପରଷ୍ଟାର ଧନୁଷଙ୍କ ପର୍ସନାଲିଟି ଯେତେ ସୁନ୍ଦର ସେମିତି ହିଁ ଜବରଦସ୍ତ ତାଙ୍କ ଅଭିନୟ ମଧ୍ୟ । ଧନୁଷଙ୍କ ଅଭିନୟ, ଗାଇବା ଶୈଳୀ, ତାଙ୍କ ଡ୍ୟାନ୍ସ ସବୁ ବେମିସାଲ । ଧନୁଷ ପୁଣି ନିଜ ଦେଶୀ ମୁଭସ୍ ଜରିଆରେ ନିଜର ଯାଦୁ ଦେଖାଇଛନ୍ତି । ଧନୁଷଙ୍କ ପ୍ରଥମ ଇଣ୍ଟରନେସନାଲ ଫିଲ୍ମ 'ଦ ଏକ୍ସଷ୍ଟ୍ରାଅଡିନାରୀ ଜର୍ଣ୍ଣି ଅଫ ଦ ଫକୀର' (The Extraordinary Journey of the fakir) ଟ୍ରେଲର ରିଲିଜ ପରେ ଏବେ ଫିଲ୍ମର ଗୀତ 'ମଦାରୀ' ରିଲିଜ ହୋଇଯାଇଛି ।

  • " class="align-text-top noRightClick twitterSection" data="">

ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆ ସହ ୟୁଟ୍ୟୁବରେ ଏହି ଗୀତଟି ଛାଇଯାଇଛି । ଗୀତରେ ଧନୁଷଙ୍କ ସହ ଫ୍ରେଞ୍ଚ ଅଭିନେତ୍ରୀ ବେରେନିସଙ୍କ ଜବରଦସ୍ତ ଠୁମକା ମଧ୍ୟ ଦେଖିବାକୁ ମିଳୁଛି ।

ଦୁଇଜଣଙ୍କ ମସ୍ତିଭରା ଏହି ଗୀତଟିକୁ ଦର୍ଶକ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି । ଯାହାଦ୍ବାରା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି 'ମଦାରୀ' ଗୀତ । ସବୁଠାରୁ ବଡ କଥା ହେଲା କି ଓସ୍କାର ନୋମିନେଟେ ଫ୍ରେଞ୍ଚ ଆକ୍ଟ୍ରେସ ବେରେନିସଙ୍କୁ ଧନୁଷ ନିଜେ ଦେଶୀ ଠୁମକା ଶିଖାଇଛନ୍ତି ।

ଅନ୍ୟପଟେ ବେରେନିସ ମଧ୍ୟ ଫିଲ୍ମ ପାଇଁ ଧନୁଷଙ୍କୁ ଫ୍ରେଞ୍ଚ ଭାଷା ଶିଖାଇବାରେ ସାହାଯ୍ୟ କରିଛନ୍ତି । ଫିଲ୍ମର ଗୀତ 'ମଦାରୀ'ଙ୍କୁ ଗାଇଛନ୍ତି ବିଶାଲ ଦଦଲାନୀ ଓ ନିକିତା ଗାନ୍ଧୀ । ସେହିପରି ଫିଲ୍ମର ନିର୍ଦ୍ଦେଶନା ତୁଲାଇଛନ୍ତି ନିର୍ଦ୍ଦେଶକ କେନ ସ୍କେଟ । ଫିଲ୍ମଟି ଜୁନ 21ରେ ରିଲିଜ ହେବାକୁ ଯାଉଛି ।

Intro:Body:

gggggggss

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.