ETV Bharat / sitara

ସୋନାକ୍ଷୀଙ୍କୁ ପ୍ରପୋଜ କରିବାକୁ ଭାବୁଛନ୍ତି କି, ଖାଇବେ ଚାପୁଡା! - propose

ସୋନାକ୍ଷୀ ସିହ୍ନା ଅନଲାଇନ ପ୍ରପୋଜ ଆଦୌ ପସନ୍ଦ କରନ୍ତି ନାହିଁ । ଯଦି କେହି ତାଙ୍କୁ ଅନଲାଇନ ପ୍ରପୋଜ କରିବାକୁ ଚେଷ୍ଟା କରିବେ, ତେବେ ସେ ତାଙ୍କୁ ନିହାତି ଚାପୁଡା ମାରିବେ ବୋଲି କହିଛନ୍ତି ସୋନାକ୍ଷୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 8, 2019, 6:01 AM IST

ମୁମ୍ବାଇ: ପ୍ରାୟତଃ ସୋସିଆଲ ମିଡିଆରେ ଅଭିନେତା ଓ ଅଭିନେତ୍ରୀଙ୍କୁ ଟ୍ରୋଲର୍ସ ନିଜର ଟାର୍ଗେଟ କରିଥାଆନ୍ତି । ଯେଉଁଠାରେ କିଛି ଷ୍ଟାର ଏହାକୁ ଷ୍ଟାରଡମର ଅଂଶ ମାନୁଛନ୍ତି ତ, ସେହିଠାରେ କିଛି ଷ୍ଟାର୍ସ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଥିବାର ନଜର ଆସିଥାଆନ୍ତି । ଅନଲାଇନରେ ଅନେକ ଫ୍ୟାନ୍ସ ଏପରି ମଧ୍ୟ ଅଛନ୍ତି ଯିଏ ସୋସିଆଲ ମିଡିଆରେ ନିଜ ନିଜ ଫେଭରେଟ ଷ୍ଟାର୍ସଙ୍କୁ ପ୍ରପୋଜ ମଧ୍ୟ କରିଦେଇଥାଆନ୍ତି । ଏହାକୁ ନେଇ ବର୍ତ୍ତମାନ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି ।

ଅରଜାବ ଖାନଙ୍କ ନୂଆ ଶୋରେ ସୋନାକ୍ଷୀ ଏହି ପ୍ରସଙ୍ଗ ଉପରେ ଜବାବ ରଖିଥିଲେ । 'ଦବଙ୍ଗ' ଫିଲ୍ମରେ ଅଭିନୟ ଜରିଆରେ ସେ ସମସ୍ତଙ୍କୁ ନିଜର ଘାଇଲା କରିଦେଇଛନ୍ତି । ତାଙ୍କୁ ଆଦୌ ପସନ୍ଦ ନୁହେଁ କି ତାଙ୍କୁ କେହି ଅନଲାଇନ ପ୍ରପୋଜ କରନ୍ତୁ ।

ସେ ଶୋରେ କହିଥିଲେ କି ଯଦି କେହି ତାଙ୍କୁ ଅନଲାଇନ ପ୍ରପୋଜ କରିବାକୁ ଚେଷ୍ଟା କରିବେ, ତେବେ ସେ ତାଙ୍କୁ ନିହାତି ଚାପୁଡା ମାରିବେ । ଏହାପରେ ଶୋର ହୋଷ୍ଟ ଅରବାଜ୍ ମସ୍ତି ଅନ୍ଦାଜରେ କହିଥିଲେ କି ତେବେ ସୋନାକ୍ଷୀଙ୍କୁ ଅନଲାଇନ ନୁହେଁ ସାମ୍ନାରେ ଆସି ଲାଇନ ମାରନ୍ତୁ ।

Intro:Body:

ମୋଦିଙ୍କୁ ଦିଗବିଜୟଙ୍କ ଚ୍ୟାଲେଞ୍ଜ: ମାମଲା ରୁଜୁ କରିବାକୁ ଦେଲେ ଆହ୍ବାନ

ନୂଆଦିଲ୍ଲୀ:  ପୁଲୱାମାରେ ଆତଙ୍କବାଦୀଙ୍କ ହମଲାକୁ ଦୁର୍ଘଟଣାର ନା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବେ ମୋଦି ସରକାରକୁ ସିଧାସଳଖ ଦେଇଛନ୍ତି ଚ୍ୟାଲେଞ୍ଜ । ଯଦି ହିମତ ଅଛି ମୋ ବିରୋଧରେ ମାମଲା ରୁଜୁ କର । ଗତକାଲି ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଦିଗ ବିଜୟ ଆଉ ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ ।

ମୋଦି ସରକାରକୁ ସିଧାସଳଖ ନିଶାନା କରି ଦିଗବିଜୟ ନିଜ ଟ୍ବିଟରେ କହିଛନ୍ତି 'ତମେ ଆଉ ତମ ମନ୍ତ୍ରୀ ମତେ ପାକିସ୍ତାନୀ ସପୋର୍ଟର ବା ଦେଶଦ୍ରୋହୀର ଆଖ୍ୟା ଦେଇ ସାରିଛ, ଦିଲ୍ଲୀରେ ଯେଉଁଠି ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ଯଦି ସାହାସ ଅଛି ମୋ ବିରୋଧରେ କେସ ଫାଇଲ କର' ।

ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାନା ବନାଇଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.