ETV Bharat / sitara

ଶାଶୁଙ୍କ ଠୁ ଉପହାର ପାଇ ଉତ୍ସାହିତ ସୋନମ - eid

ଇଦ ଉତ୍ସବକୁ ଖୁବ୍ ଧୁମଧାମରେ ପାଳନ କରିଛନ୍ତି ବଲିଉଡ ଷ୍ଟାର୍ସ । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଇଦର ଶୁଭେଚ୍ଛା ଜଣାଇଲେ ଏହି ଷ୍ଟାର୍ସ । ସୋନମ କପୁର ମଧ୍ୟ ଶାଶୁଙ୍କ ଠାରୁ ପାଇଥିବା ଉପହାର ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୋନମ କପୁର
author img

By

Published : Jun 5, 2019, 11:09 PM IST

ମୁମ୍ବାଇ: ଆଜି ପୁରା ଦେଶ ଇଦ ଉତ୍ସବରେ ରଙ୍ଗୀନ ହୋଇଛି । ଏହି ଅବସରରେ ବଲିଉଡ ଷ୍ଟାର୍ସ ମଧ୍ୟ ସୋସିଆଲ ମିଡିଆରେ ସ୍ପେଶାଲ ପୋଷ୍ଟ କରିବାରେ ଲାଗିଛନ୍ତି । ଷ୍ଟାର୍ସ ନିଜ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଇଦର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହି କ୍ରମରେ ବି-ଟାଉନର ଡିଭା ସୋନମ କପୁର ମଧ୍ୟ ଫ୍ୟାନ୍ସଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି । ଗୋଟିଏ ପୋଷ୍ଟରେ ସେ ଫ୍ୟାନଙ୍କୁ ଶୁଭେଚ୍ଛା କରିଥିବା ବେଳେ ଆଉ ଏକ ପୋଷ୍ଟରେ ନିଜ ଶାଶୁମା'ଙ୍କ ସ୍ପେଶାଲ ଗିଫ୍ଟ ବିଷୟରେ ଫ୍ୟାନ୍ସଙ୍କୁ କହୁଥିବାର ନଜର ଆସୁଛନ୍ତି ।

କଥାଟି ହେଲା କି ଇଦ ଅବସରରେ ସୋନମଙ୍କ ଶାଶୁ ପ୍ରିୟା ଆହୁଜା ତାଙ୍କୁ ଏକ ଶାନଦାର ଉପହାର ଦେଇଛନ୍ତି । ସୋନମ ଇଣ୍ଡିଆନ ଅଟାୟରରେ ଏକ ଫଟୋ ସେୟାର କରିଛନ୍ତି । କ୍ୟାପସନରେ ସେ ଲେଖିଛନ୍ତି, "ପ୍ରିୟା ଆହୁଜା ଧନ୍ୟବାଦ, ଆପଣ ସବୁବଳେ ମୋ ପାଇଁ ଖାସ୍ ଉପହାର କିଣୁଛନ୍ତି । ଇଦରେ ଏହି ନୂଆ ଆଉଟଫିଟ. ଲଭ ୟୁ ମମ ।" ସବୁଥର ପରି ଏହି ଫଟୋରେ ମଧ୍ୟ ସୋନମ ଖୁବ୍ ସନ୍ଦର ନଜର ଆସୁଛନ୍ତି ।

ସୋନମଙ୍କ ଏହି ଫଟୋରେ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ ଦେଖିବାକୁ ମିଳୁଛି । ଜଣେ ଫ୍ୟାନ ଲେଖିଛନ୍ତି, ଆପଣଙ୍କ ଏହି ଲୁକ ଦେଖି ରାଞ୍ଝଣା ଫିଲ୍ମ ମନେ ପଡିଗଲା ।

ପ୍ରକାଶ ଥାଉକି ସୋନମ ସବୁବେଳେ ନିଜ ଫ୍ୟାଶନ ଷ୍ଟାଇଲ ପାଇଁ ଇଣ୍ଡଷ୍ଟ୍ରିରେ ଫେମସ । ତେଣୁ ତାଙ୍କୁ ବି-ଟାଉନର ଡିଭା ବୋଲି କହୁଯାଉଛି ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.