ETV Bharat / sitara

ରାମାୟଣ ସମ୍ବନ୍ଧିତ ପ୍ରଶ୍ନର ଉତ୍ତରରେ ଝୁଣ୍ଟିଲେ ସୋନାକ୍ଷୀ, ଟ୍ରୋଲର୍ସ କଲେ ନିନ୍ଦା - କେବିସି

ଟ୍ରୋଲ ହୋଇଛନ୍ତି ସୋନାକ୍ଷୀ ସିହ୍ନା । ପୌରାଣିକ ପ୍ରଶ୍ନର ଉତ୍ତର ନ ଦେଇପାରି ଟ୍ରୋଲର ଶିକାର ହୋଇଛନ୍ତି ଅସଲି ସୋନା ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 21, 2019, 2:03 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ହୋଇଛନ୍ତି ଟ୍ରୋଲ୍ । କେବିସିରେ ପୌରାଣିକ ପ୍ରଶ୍ନର ଉତ୍ତର ଦେଇପାରିନାହାଁନ୍ତି । ହେଲ୍ପଲାଇନ ନେଇ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

sonakhsi sinha troll
ଫଟୋ ସୌଜନ୍ୟ: ଏଏନଆଇ
sonakhsi sinha troll
ଫଟୋ ସୌଜନ୍ୟ: ଏଏନଆଇ

‘ରାମାୟଣ ଅନୁଯାୟୀ ହନୁମାନ କାହା ପାଇଁ ସଞ୍ଜିବନୀ ବୁଟି ନେଇ ଆସିଥିଲେ ?’, ଏଭଳି କିଛି ସରଳ ପ୍ରଶ୍ନର ଉତ୍ତର ଦେଇପାରିନାହାଁନ୍ତି । ଫଳରେ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି ସେ । ରାଜସ୍ଥାନୀ ପ୍ରତିଯୋଗୀଙ୍କୁ ସହାୟତା କରୁଥିଲେ ସୋନାକ୍ଷୀ ସିହ୍ନା । ତେବେ କେବଳ ଉପସ୍ଥିତ ଦର୍ଶକ ନୁହେଁ ବରଂ ନିଜେ ହୋଷ୍ଟ ଅମିତାଭ ବଚ୍ଚନ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ ।

sonakhsi sinha troll
ଫଟୋ ସୌଜନ୍ୟ: ଏଏନଆଇ
sonakhsi sinha troll
ଫଟୋ ସୌଜନ୍ୟ: ଏଏନଆଇ

ଜଣେ ୟୁଜର୍ସ ‘ଦବଙ୍ଗ’ର ଏକ ପୋଷ୍ଟର ସେୟାର କରି ସୋନାକ୍ଷୀଙ୍କ ମିମି ବନାଇଥିବାବେଳେ ଅନ୍ୟଜଣେ ଏହାକୁ ଲଜ୍ଜାକର ବିଷୟ ବୋଲି କହିଥିଲେ । ଯାହାର ପୁରା ପରିବାରର ନାମ ରାମାୟଣର ଚରିତ୍ରକୁ ନେଇ ନାମକରଣ କରାଯାଇଛି, ତାକୁ ରାମାୟଣ ପ୍ରଶ୍ନ ନଆସିବା ଦୁଃଖର ବିଷୟ ବୋଲି କହିଛନ୍ତି ୟୁଜର୍ସ । ଦେଖନ୍ତୁ ସେପରି କିଛି ମିମି...

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.