ETV Bharat / sitara

‘ଜୋୟା ଫ୍ୟାକ୍ଟର’ର ରିଲିଜ ତାରିଖ ଘୁଞ୍ଚିଲା

author img

By

Published : May 23, 2019, 6:55 PM IST

‘ଜୋୟା ଫ୍ୟାକ୍ଟର’ର ଘୁଞ୍ଚିଲା ରିଲିଜ ତାରିଖ । ସେପ୍ଟେମ୍ବର 20ରେ ରିଲିଜ ହେବ ଫିଲ୍ମ ।

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ‘ଜୋୟା ଫ୍ୟାକ୍ଟର’ ପ୍ରଥମ ଲୁକ ରିଲିଜ ହେବା ପରେ ଏବେ ଏହାର ରିଲିଜ ତାରିଖକୁ ଘୁଞ୍ଚାଯାଇଛି । ଫିଲ୍ମକୁ ଆଗରୁ ଜୁନ 14ରେ ରିଲିଜ କରିବାର ଥିଲା, ମାତ୍ର ଏହାକୁ ସେପ୍ଟେମ୍ବର 20ରେ ରିଲିଜ କରାଯିବ ।

ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ସୋନମ କପୁର, ଦଲକୀର ସଲମାନ । ଫିଲ୍ମର ନିର୍ମାତା ସୋସିଆଲ ମିଡିଆରେ ନୂଆ ତାରିଖ କହିବା ସହ ଫିଲ୍ମର କିଛି ଦୃଶ୍ୟ ସେୟାର କରିଥିଲେ ।

ଫିଲ୍ମର କାହାଣୀ ଅନୁଜ ଚୌହାନଙ୍କ ପ୍ରସିଦ୍ଧ ନୋବେଲ ଜୋୟା ଫ୍ୟାକ୍ଟର ଉପରେ ଆଧାରିତ । ପ୍ରଥମେ ଫିଲ୍ମର ଏକ ଫଟୋ ରିଲିଜ ହୋଇଥିଲା । ଏଥିରେ ସୋନମ ଓ ଦଲକୀର ପରସ୍ପରକୁ ଦେଖୁଥିବାର ଦେଖିବାକୁ ମିଳିଥିଲା ।

ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଭିଶେକ ଶର୍ମା । ପ୍ରଯୋଜନା ଭାର ସମ୍ଭାଳିଛି ଫକ୍ସ ଷ୍ଟାର ଷ୍ଟୁଡିଓ ଓ ଆଦଲାବ୍ସ ଫିଲ୍ମ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.