ETV Bharat / sitara

ଏମ୍ସ ରିପୋର୍ଟକୁ ନେଇ କଣ କହିଲେ ସୁଶାନ୍ତଙ୍କ ଭଉଣୀ...

author img

By

Published : Oct 4, 2020, 4:05 PM IST

ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ତାଙ୍କ ଭାଇଙ୍କ ନ୍ୟାୟ ପାଇଁ ସୋସିଆଲ ମିଡିଆ ମାଧ୍ୟମରେ କ୍ରମାଗତ ଭାବରେ ସ୍ବର ଉତ୍ତୋଳନ କରୁଛନ୍ତି । ବର୍ତ୍ତମାନ, ଶ୍ବେତା ଅନ୍ୟ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ଭଗବାନଙ୍କ ଉପରେ ବିଶ୍ବାସ ରଖ ଏବଂ ପ୍ରାର୍ଥନା କର ଯେ ସତ୍ୟ ସାମ୍ନାକୁ ଆସିବ । ଅଧିକ ପଢନ୍ତୁ...

shweta singh kirti tweet about ssr says pray that the truth comes out all eyes on cbi
ଏମ୍ସ ରିପୋର୍କୁ ନେଇ ଏମିତି କିଛି କହିଲେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ: ବଲିଉଡର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଶ୍ବେତା ତାଙ୍କ ଭାଇଙ୍କ ନ୍ୟାୟ ପାଇଁ ସୋସିଆଲ ମିଡିଆ ମାଧ୍ୟମରେ କ୍ରମାଗତ ଭାବରେ ସ୍ବର ଉତ୍ତୋଳନ କରୁଛନ୍ତି ।

ବର୍ତ୍ତମାନ ଶ୍ବେତା ସୁଶାନ୍ତଙ୍କ ଏକ ନୂଆ ଫଟୋ ସେୟାର କରିଛନ୍ତି ।

ଯାହାର କ୍ୟାପସନରେ ଶ୍ବେତା ଲେଖିଛନ୍ତି, କଷ୍ଟକର ସମୟରେ ତୁମର ବିଶ୍ବାସକୁ ପରୀକ୍ଷା କରାଯାଏ । ଭଗବାନଙ୍କ ଉପରେ ବିଶ୍ବାସ ରଖ ଏବଂ ପ୍ରାର୍ଥନା କର ଯେ ସତ୍ୟ ସାମ୍ନାକୁ ଆସିବ ।

ଏଥିସହିତ ଶ୍ବେତା ସିବିଆଇର 'ଅଲ୍ ଆଇଜ୍ ଅନ ସିବିଆଇ' ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି । ଶନିବାର ଦିନ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଏମ୍ସର ଫରେନସିକ୍ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ବେତା ତାଙ୍କ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ଆମେ ଜିତିବୁ' ।

ଉଲ୍ଲେଖନୀୟ କଥା ହେଉଛି, ଏମ୍ସ ମେଡିକାଲ ବୋର୍ଡ ସୋମବାର ଏହାର ଯାଞ୍ଚ ରିପୋର୍ଟକୁ ସିବିଆଇ ସହିତ କପୁର୍ ହସ୍ପିଟାଲ୍ ଦ୍ବାରା ମିଳିଥିବା ତଥ୍ୟ ସହ ସେୟାର କରିଛି । ଏମ୍ସ ରିପୋର୍ଟ ପାଇବା ପରେ ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସିବିଆଇ ବର୍ତ୍ତମାନ ଏହି ମାମଲାର ଅନୁସନ୍ଧାନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.