ETV Bharat / sitara

ଏମ୍ସ ରିପୋର୍ଟକୁ ନେଇ କଣ କହିଲେ ସୁଶାନ୍ତଙ୍କ ଭଉଣୀ... - ଏମ୍ସ ରିପୋର୍କୁ ନେଇ ଏମିତି କିଛି କହିଲେ ସୁଶାନ୍ତଙ୍କ ଭଉଣୀ

ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ତାଙ୍କ ଭାଇଙ୍କ ନ୍ୟାୟ ପାଇଁ ସୋସିଆଲ ମିଡିଆ ମାଧ୍ୟମରେ କ୍ରମାଗତ ଭାବରେ ସ୍ବର ଉତ୍ତୋଳନ କରୁଛନ୍ତି । ବର୍ତ୍ତମାନ, ଶ୍ବେତା ଅନ୍ୟ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ଭଗବାନଙ୍କ ଉପରେ ବିଶ୍ବାସ ରଖ ଏବଂ ପ୍ରାର୍ଥନା କର ଯେ ସତ୍ୟ ସାମ୍ନାକୁ ଆସିବ । ଅଧିକ ପଢନ୍ତୁ...

shweta singh kirti tweet about ssr says pray that the truth comes out all eyes on cbi
ଏମ୍ସ ରିପୋର୍କୁ ନେଇ ଏମିତି କିଛି କହିଲେ ସୁଶାନ୍ତଙ୍କ ଭଉଣୀ
author img

By

Published : Oct 4, 2020, 4:05 PM IST

ମୁମ୍ବାଇ: ବଲିଉଡର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଶ୍ବେତା ତାଙ୍କ ଭାଇଙ୍କ ନ୍ୟାୟ ପାଇଁ ସୋସିଆଲ ମିଡିଆ ମାଧ୍ୟମରେ କ୍ରମାଗତ ଭାବରେ ସ୍ବର ଉତ୍ତୋଳନ କରୁଛନ୍ତି ।

ବର୍ତ୍ତମାନ ଶ୍ବେତା ସୁଶାନ୍ତଙ୍କ ଏକ ନୂଆ ଫଟୋ ସେୟାର କରିଛନ୍ତି ।

ଯାହାର କ୍ୟାପସନରେ ଶ୍ବେତା ଲେଖିଛନ୍ତି, କଷ୍ଟକର ସମୟରେ ତୁମର ବିଶ୍ବାସକୁ ପରୀକ୍ଷା କରାଯାଏ । ଭଗବାନଙ୍କ ଉପରେ ବିଶ୍ବାସ ରଖ ଏବଂ ପ୍ରାର୍ଥନା କର ଯେ ସତ୍ୟ ସାମ୍ନାକୁ ଆସିବ ।

ଏଥିସହିତ ଶ୍ବେତା ସିବିଆଇର 'ଅଲ୍ ଆଇଜ୍ ଅନ ସିବିଆଇ' ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି । ଶନିବାର ଦିନ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଏମ୍ସର ଫରେନସିକ୍ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ବେତା ତାଙ୍କ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ଆମେ ଜିତିବୁ' ।

ଉଲ୍ଲେଖନୀୟ କଥା ହେଉଛି, ଏମ୍ସ ମେଡିକାଲ ବୋର୍ଡ ସୋମବାର ଏହାର ଯାଞ୍ଚ ରିପୋର୍ଟକୁ ସିବିଆଇ ସହିତ କପୁର୍ ହସ୍ପିଟାଲ୍ ଦ୍ବାରା ମିଳିଥିବା ତଥ୍ୟ ସହ ସେୟାର କରିଛି । ଏମ୍ସ ରିପୋର୍ଟ ପାଇବା ପରେ ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସିବିଆଇ ବର୍ତ୍ତମାନ ଏହି ମାମଲାର ଅନୁସନ୍ଧାନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.