ETV Bharat / sitara

ପୁଅର ପ୍ରଥମ ଫଟୋ ପୋଷ୍ଟ କଲେ ଶ୍ରେୟା - ନ୍ୟୁ ବେବି ବଏର ଫାଷ୍ଟ ଫଟୋ ପୋଷ୍ଟ କଲେ ଶ୍ରେୟା

ଶ୍ରେୟା ପ୍ରଶଂସକଙ୍କ ପାଇଁ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି । ଏହା ସହିତ ଶ୍ରେୟା ଏବଂ ତାଙ୍କ ସ୍ବାମୀ ଶିଲାଦିତ୍ୟ ମଧ୍ୟ ପୁଅର ନାମକରଣ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ପୁଅର ପ୍ରଥମ ଫଟୋ ପୋଷ୍ଟ କଲେ ଶ୍ରେୟା
ପୁଅର ପ୍ରଥମ ଫଟୋ ପୋଷ୍ଟ କଲେ ଶ୍ରେୟା
author img

By

Published : Jun 2, 2021, 4:55 PM IST

ନୂଆଦିଲ୍ଲୀ: ମେ 22ରେ ପୁତ୍ର ସନ୍ତାନର ମା’ ହୋଇଥିଲେ ଗାୟିକା ଶ୍ରେୟା ଘୋଷାଲ । ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା । ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ଖୁସି ଖବର ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ ।

ପୁଅର ପ୍ରଥମ ଫଟୋ ପୋଷ୍ଟ କଲେ ଶ୍ରେୟା
ପୁଅର ପ୍ରଥମ ଫଟୋ ପୋଷ୍ଟ କଲେ ଶ୍ରେୟା

ଏବେ ସେ ପ୍ରଶଂସକଙ୍କ ପାଇଁ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି । ଶ୍ରେୟା ଏବଂ ତାଙ୍କ ସ୍ବାମୀ ଶିଲାଦିତ୍ୟ ମଧ୍ୟ ପୁଅର ନାମକରଣ ଖବର ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଦୁହେଁ ପୁଅର ନାଁ ରଖିଛନ୍ତି ଦେବୟାନ ମୁଖୋପାଧ୍ୟାୟ ।

ଟ୍ବିଟରରେ ଶ୍ରେୟା ସେୟାର କରିଥିବା ଫଟୋରେ ପୁଅକୁ କୋଳରେ ଧରିଥିବା ଦେଖିବାକୁ ମିଳିଥିବାବେଳେ ଶିଲାଦିତ୍ୟ ମଧ୍ୟ ପୁଅକୁ ସ୍ନେହଭରା ଅନ୍ଦାଜରେ ଦେଖୁଥିବାର ନଜର ଆସିଛନ୍ତି । ଶ୍ରେୟା ଟ୍ବିଟରେ ଲେଖିଛନ୍ତି, ଦେବୟାନ ମୁଖୋପାଧ୍ୟାୟ 22 ମେ ରେ ଆସି ଆମ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଛନ୍ତି । ପୁଅର ପ୍ରଥମ ଝଲକ ।

ପ୍ରକାଶ ଥାଉ ଯେ, ଶ୍ରେୟା ତାଙ୍କ ପୁଅର ନାଁ ଦେବୟାନଙ୍କ ରଖିଛନ୍ତି । ଏହାର ଅର୍ଥ ଦେବତା ମାନଙ୍କ ରଥ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.