ETV Bharat / sitara

‘ଭାରତକୁ ଦୟା ଦେଖାଇବା ବନ୍ଦ କର’

ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ୱାର୍ଲ୍ଡର ବ୍ୟବହାରରେ କ୍ଷୁବ୍ଧ ନିର୍ଦ୍ଦେଶକ ଶେଖର କପୁର । କାଶ୍ମୀର ପ୍ରସଙ୍ଗକୁ ନେଇ ଗଣମାଧ୍ୟମର ବ୍ୟବହାରକୁ ପସନ୍ଦ କରିନାହାଁନ୍ତି ଶେଖର ।

author img

By

Published : Aug 13, 2019, 2:26 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/@shekharkapur

ହାଇଦ୍ରାବାଦ: ଫିଲ୍ମ ନିର୍ମାତା ଶେଖର କପୁର ଭାରତକୁ ଦୟା ନଦେଖାଇବା ପାଇଁ ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ୱାର୍ଲ୍ଡକୁ ଅନୁରୋଧ କରିଛନ୍ତି । ଭାରତ ନିଜ ଭବିଷ୍ୟତ ପାଇଁ ଦୃଢ ଅଛି ତେଣୁ ଔପନିବେଶକ ଭଳି କୁଟନୀତି କରିବା ଆବଶ୍ୟକ ନାହିଁ ବୋଲି ମତ ରଖିଛନ୍ତି ‘ମିଷ୍ଟର ଇଣ୍ଡିଆ’ର ନିର୍ଦ୍ଦେଶକ ।

shekhar kapur
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/@shekharkapur

ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ପପୁଲାର ଅନ୍ତର୍ଜାତୀୟ ଗଣମାଧ୍ୟମ ଭାରତ ଅଧିକୃତ କାଶ୍ମୀର ବୋଲି ମତ ରଖିଥିଲା ଯେଉଁଥି ପାଇଁ ଶେଖର କପୁର ଏନେଇ ଏକ ଟ୍ବିଟ କରି କହିଥିଲେ,‘ ଆପଣ ସର୍ବଦା କାଶ୍ମୀର ଅଧିକୃତ ଭାରତ କହୁଛନ୍ତି ମାତ୍ର ଉତ୍ତର ଆୟରଲାଣ୍ଡକୁ ବ୍ରିଟିଶ ଅଧିକୃତ ଆୟରଲାଣ୍ଡ କାହିଁକି କହୁନାହାଁନ୍ତି ’।

ଅନ୍ୟପକ୍ଷେ ଅନ୍ତର୍ଜାତୀୟ ଗଣମାଧ୍ୟମ ଜବାବ ରଖିଛି । ‘କାଶ୍ମୀର ବିଷୟରେ କିଛିବି ଭୁଲ କୁହାଯାଇନାହଁ ଓ ଅନ୍ୟ ମିଡିଆ ଭଳି ଆମେ ମଧ୍ୟ କାଶ୍ମୀରର ସତକୁ ଲୋକଙ୍କ ସାମ୍ନାରେ ରଖୁଛୁ’ ବୋଲି ମତ ରଖିଛି ଗଣମାଧ୍ୟମ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.