ETV Bharat / sitara

BJPରେ ମିଶିଲେ Bigg Boss ଷ୍ଟାର ଶେହନାଜଙ୍କ ପିତା ସନ୍ତୋଖ ସିଂ

author img

By

Published : Dec 24, 2021, 4:08 PM IST

ଶେହନାଜ୍ ଗିଲଙ୍କ ପିତା ସନ୍ତୋଖ ସିଂ ସୁଖ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପଞ୍ଜାବରେ ନିର୍ବାଚନ ପୂର୍ବରୁ ସନ୍ତୋଖ ସିଂ ସୁଖ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଖବର ଆସିଛି। ଅଧିକ ପଢନ୍ତୁ

ବିଜେପିରେ ମିଶିଲେ Bigg Boss ଷ୍ଟାର ଶେହନାଜ୍ ଗିଲଙ୍କ ବାପା ସନ୍ତୋଖ ସିଂ

ମୁମ୍ବାଇ: ଟିଭି ଅଭିନେତ୍ରୀ ତଥା ବିଗ୍ ବସ୍ 13 ପ୍ରତିଯୋଗୀ ଶେହନାଜ୍ ଗିଲଙ୍କ ପିତା ସନ୍ତୋଖ ସିଂ ସୁଖ ବହୁତ ଫେମସ୍ ହୋଇଯାଇଛନ୍ତି । ଝିଅ ଶେହନାଜଙ୍କ ବିଗ୍ ବସ୍ 13 ରେ ରହୁଥିବାବେଳେ, ସନ୍ତୋଖ ଏକ ନାମ ଅର୍ଜନ କରିଥିଲେ । ଏବେ ସନ୍ତୋଖ ସିଂ ସୁଖ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପଞ୍ଜାବରେ ନିର୍ବାଚନ ପୂର୍ବରୁ ସନ୍ତୋଖ ସିଂ ସୁଖ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ଶେହନାଜ ଗିଲ ବିଗ୍ ବସ୍ 13 ରେ ରହୁଥିବାବେଳେ ସନ୍ତୋଖ ଅନେକ ସାକ୍ଷାତକାରରେ ତାଙ୍କ ଝିଅ ବିଷୟରେ କଥାବାର୍ତ୍ତା କରୁଥିଲେ | ସେ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ସନ୍ତୋଖ ସିଂ ସୁଖ ତାଙ୍କର ବକ୍ତବ୍ୟ ପାଇଁ ଜଣାଶୁଣା ।

ସେ ନିଜ ଝିଅକୁ ବହୁତ ଭଲ ପାଆନ୍ତି । କିଛି ସମୟ ପୂର୍ବରୁ ସନ୍ତୋଖ ସିଂ ଶେହନାଜ ଗିଲଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋ ମାଧ୍ୟମରେ ସେ ନିଜ ଝିଅ ପ୍ରତି ଭଲପାଇବା ବ୍ୟକ୍ତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.