ETV Bharat / sitara

'ଜଟ୍ଟ ଲୁଧିଆନା ଦା' ଗୀତରେ ଟାଇଗର-ତାରାଙ୍କ ରୋମାନ୍ସ

author img

By

Published : May 8, 2019, 12:28 AM IST

'ଷ୍ଟୁଡେଣ୍ଚ ଅଫ ଦି ଇୟର-2'ର ଆଉ ଏକ ଗୀତ ରିଲିଜ ହୋଇଛି । ଏଥିରେ ଟାଇଗରଙ୍କ ସହ ତାରାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ଷ୍ଟୁଡେଣ୍ଟ ଅଫ ଦି ଇୟରର ଅନ୍ୟ ଏକ ଗୀତ 'ଜଟ୍ଟ ଲୁଧିଆନା ଦା' ରିଲିଜ ହୋଇଛି । ଏଥିରେ ଟାଇଗରଙ୍କ ସହ ତାରା ରୋମାନ୍ସ କରିଛନ୍ତି । ପରେ ଅଡିରେ ଏଣ୍ଟ୍ରି ମାରିଛନ୍ତି ଅନନ୍ୟା । ଏହି ସମର ହଟ ଗୀତକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି କରଣ ଜୋହର ।

SOTY2
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗୀତରେ କଲେଜ ଲାଇଫକୁ ପୁଣି ସତେଜ କରିଛନ୍ତି କରଣ । ଗୀତକୁ ଦେଖିଲେ ସମସ୍ତଙ୍କର କଲେଜ ଲାଇଫ ପୁଣି ତାଜା ହୋଇଯିବ ବୋଲି କୁହାଯାଇପାରେ । ଗୀତର ଆରମ୍ଭରେ ତାରା ଟାଇଗରଙ୍କ ସହ ରୋମାନ୍ସ କରୁଥିବା ବେଳେ ଅନନ୍ୟା ଅଡିରେ ଏଣ୍ଟ୍ରି ମାରି ସେଲଫି ନେବାର ଦେଖାଯାଇଛି । ତେବେ ଏଥିରେ ତାରା ସୁପର ଡ୍ୟାନ୍ସ ମୁଭ ସହ ବ୍ଲାକ ବଡିଶୁଟରେ କାଫି ହଟ ଲାଗୁଛନ୍ତି ।

ଗୀତରେ ବିଶାଲ-ଶେଖର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ନିଜ ଭଏସର ଯାଦୁ ଚଲେଇଛନ୍ତି ବିଶାଲ ଦଦଲାନି । ଗୀତରେ ରାପ ଦେଇଛନ୍ତି ଡିନ ସୈକ୍ୟୁରା ଓ କୋରିଓଗ୍ରାଫି କରିଛନ୍ତି ଆଦିଲ ଶେଖ । ତେବେ ପୂର୍ବରୁ ଫିଲ୍ମର ଚାରୋଟି ଗୀତ ରିଲିଜ ହୋଇସାରିଛି । ତେବେ ପରଦା ଉପରେ ମେ 10ରେ କଲେଜ ଲାଇଫ ପୁଣି ତାଜା ହେବ ।

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.