ETV Bharat / sitara

ମେଲବୋର୍ଣ୍ଣର ଭାରତୀୟ ଫିଲ୍ମ ଫେଷ୍ଟିଭାଲରେ କିଙ୍ଗଖାନ ମୁଖ୍ୟ ଅତିଥି - shahrukh khan

ମେଲବୋର୍ଣ୍ଣରେ ଅନୁଷ୍ଠିତ ହୋଇଛି ଭାରତୀୟ ଫିଲ୍ମ ଫେଷ୍ଟିଭାଲ । ପ୍ରାୟ 10 ବର୍ଷ ହେବ ଭିକ୍ଟୋରିଆ ସରକାରଙ୍କ ସହାୟତାରେ ଅନୁଷ୍ଠିତ ହେଉଛି ଫେଷ୍ଟିଭାଲ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/iamsrk
author img

By

Published : Jun 13, 2019, 2:14 PM IST

ହାଇଦ୍ରାବାଦ: ଶାହାରୁଖ ହେବେ 10ତମ ମେଲବୋର୍ଣ୍ଣ ଭାରତୀୟ ଫିଲ୍ମ ଫେଷ୍ଟିଭାଲର ମୁଖ୍ୟ ଅତିଥି । ଭିକ୍ଟୋରିଆ ସରକାରଙ୍କ ଦ୍ବାରା ଅଗଷ୍ଟ 8 ରୁ 17 ଯାଏଁ ଅନୁଷ୍ଠିତ ହେବ ଫିଲ୍ମ ଫେଷ୍ଟିଭାଲ । ଚଳିତ ବର୍ଷ ଫେଷ୍ଟିଭାଲରେ ‘ସାହସିକତା’ ଥିମ ଦେଖିବାକୁ ମିଳିବ ।

ତେବେ କିଙ୍ଗଖାନ ଅଫିସିଆଲି ଅଗଷ୍ଟ 7ରେ ଫେଷ୍ଟିଭାଲର ଉଦଘାଟନ କରିବେ । ଭିକ୍ଟୋରିଆ ସରକାର, କିଙ୍ଗଖାନଙ୍କୁ ଏଥିପାଇଁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି । ନିମନ୍ତ୍ରଣ ପାଇବା ପରେ ନିଜକୁ ସମ୍ମାନିତ ମନେ କରୁଛନ୍ତି ।

ଶାହାରୁଖଙ୍କୁ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଆୱାର୍ଡ ମିଳିବା ସହ ପପୁଲାର ମଧ୍ୟ । ବିଦେଶରେ ଶାହାରୁଖଙ୍କ ଫ୍ୟାନ୍ସ ମଧ୍ୟ ଅଧିକ ଏହାସହ ଅଷ୍ଟ୍ରେଲିଆ ଓ ଭାରତ ଭିତରେ ସମ୍ପର୍କ ମଧ୍ୟ ଖୁବ ଭଲ । ଶାହାରୁଖ ଚକ ଦେ ଇଣ୍ଡିଆର ସୁଟିଂ ପାଇଁ ପ୍ରଥମେ ମେଲବର୍ଣ୍ଣ ଯାଇଥିଲେ । ସେଠାରେ ତାଙ୍କୁ ଅନେକ ସମ୍ମାନ ମିଳିଥିଲା ।

ପ୍ରାୟ 10 ବର୍ଷ ହେବ ହେଉଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସିନେମ ଦେଖିବା ପାଇଁ ପ୍ରତିବର୍ଷ ପ୍ରାୟ 35,000 ଦର୍ଶକ ଆସିଥାଆନ୍ତି ।

Intro:Body:

GSG

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.