ETV Bharat / sitara

ଫିସ୍ ବଢାଇଲେ କବୀର ସିଂ - ollection

'କବୀର ସିଂ' ସଫଳତା ପରେ ଶାହିଦଙ୍କ ଚାହିଦା ଦୁଇଗୁଣ ହୋଇଯାଇଛି । ଅନେକ ଫିଲ୍ମର ଅଫର ତାଙ୍କୁ ମିଳିବାରେ ଲାଗିଛି । ତେବେ ସେ ନିଜ ଫିସ୍ ବଢାଇ ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
author img

By

Published : Jul 4, 2019, 10:53 AM IST

ମୁମ୍ବାଇ: ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ 'କବୀର ସିଂ' ବର୍ତ୍ତମାନ ଜବରଦସ୍ତ କଲେକ୍ସନ କରିବାରେ ଲାଗିଛି । ଏହି ରୋମାଣ୍ଟିକ ଫିଲ୍ମକୁ ଦର୍ଶକଙ୍କ ଠାରୁ ନେଇ କିଟ୍ରିକ୍ସ ଶାନଦାର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରୁ ରାତାରାତି ହିଟ୍ ହୋଇଯାଇଛନ୍ତି ଶାହିଦ । 'କବୀର ସିଂ' ପରେ ତାଙ୍କ ଫ୍ୟାନ୍ସ ସଂଖ୍ୟା ଢେର ବଢିଯାଇଛି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ହିଟ୍ ହେବା ମାତ୍ରେ ଶାହିଦ ନିଜ ଫିସ୍ ବଢାଇ ଦେଇଛନ୍ତି ।

'କବୀର ସିଂ' ଏଯାବତ 190 କୋଟିରୁ ଅଧିକା ଆୟ କରିସାରିଲାଣି । ଫିଲ୍ମର ସଫଳତାକୁ ନେଇ ଖୁବ୍ ଖୁସି ଅଛନ୍ତି ଶାହିଦ । ସେ ଫିଲ୍ମଟି ବ୍ଲକବଷ୍ଟର ହେବା ପରେ ନିଜ ଫିସ୍ ବଢାଇବା ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ସେ ଗୋଟିଏ ଫିଲ୍ମ ପାଇଁ 10 ରୁ 12 କୋଟି ଫିସ ନେଉଥିଲେ । ଏବେ ଗୋଟିଏ ଫିଲ୍ମ ପାଇଁ 21 କୋଟି ନେବେ ବୋଲି ଶୁଣିବାକୁ ମିଳୁଛି । ଅନ୍ୟପଟେ ତାଙ୍କୁ ବର୍ତ୍ତମାନ ଅନେକ ଫିଲ୍ମର ଅଫର ମିଳିଥିବା ସୂଚନା ରହିଛି ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.