ETV Bharat / sitara

12 ବର୍ଷ ପରେ ବ୍ରେକଅପ ନେଇ ଖୁଲାସା କଲେ ଶାହିଦ

ବ୍ରେକଅପର ଅନେକ ବର୍ଷ ପରେ ଅନୁବଭ ସେୟାର କିରଛନ୍ତି ଶାହିଦ କପୁର । ବ୍ରେକଅପ ପରେ ଜୀବନଟା ବ୍ଲାକ ଆଣ୍ଡ ହ୍ବାଇଟ ଫିଲ୍ମ ପରି ଲାଗଥାଏ ବୋଲି କହିଛନ୍ତି ସେ ।

author img

By

Published : May 13, 2019, 11:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: ଶାହିଦ କପୁରଙ୍କ ଆଗାମୀ ଫିଲ୍ମ 'କବୀର ସିଂହ'ର ଟ୍ରେଲର ସୋମବାର ରିଲିଜ ହୋଇଯାଇଛି । ଫିଲ୍ମରେ ଶାହିଦ ଜଣେ ଏମିତି ପ୍ରେମୀ ରୂପେ ଅଭିନୟ କରୁଛନ୍ତି ଯିଏ ପ୍ରେମରେ ଅସଫଳ ହୋଇ ନିଜକୁ ନିଶାରେ ବୁଡେଇ ଦେଇଛନ୍ତି । ଏହାସହ ଟ୍ରେଲରରେ ଶାହିଦଙ୍କ ଆଙ୍ଗ୍ରୀୟଙ୍ଗମ୍ୟାନର ଅବତାର ମଧ୍ୟ ଦେଖିବାକୁ ମିଳିଛି ।

ଶାହିଦଙ୍କ ବ୍ୟତୀତ ଫିଲ୍ମରେ କିୟାର ଆଡୱାନୀ ମଧ୍ୟ ନଜର ଆସିବେ । ଇତିମଧ୍ୟରେ ଟ୍ରେଲର ଲଞ୍ଚିଂ ସମୟରେ ଶାହିଦ ନିଜ ରିୟଲ ଲାଇଫ ବ୍ରେକଅପର ଖୁଲାସା କରିଛନ୍ତି ।

ଇଭେଣ୍ଟରେ ଶାହିଦ କହିଛନ୍ତି କି କିପରି ସେ 'କବୀର ସିଂହ' ଭୂମିକାରେ ନିଜକୁ ସାମିଲ କରିପାରିଥିଲେ । ଶାହିଦଙ୍କୁ ମିଡିଆ ପ୍ରଶ୍ନ କରିଥିଲା କି କେବେ ଆପଣଙ୍କ ହୃଦୟ ଭାଙ୍ଗିଛି କି ? ଏହାର ଉତ୍ତରରେ ସେ କହିଥିଲେ କି ଲାଇଫର ବ୍ରେକଅପ ଫେଜ ସହ ସାକ୍ଷାତ ହୋଇଥିଲା । ପାର୍ଥକ୍ୟ ଏତିକି ଥିଲା ସେହି ସମୟରେ କ୍ଲିନ ସେଭରେ ରହୁଥିଲି । ତେଣୁ ହୃଦୟରେ କ’ଣ କ’ଣ ଅନୁଭବ ହୋଇଥିଲା ତାହା ମୁଁରେ ଦେଖାଯାଇନଥିଲା ।

ହୃଦୟ ତ ସମସ୍ତଙ୍କର ଭାଙ୍ଗିଥାଏ । କିନ୍ତୁ କବୀର ସିଂହ ଲେଭଲ ପର୍ଯ୍ୟନ୍ତ କେହି ଯାଆନ୍ତି ନାହିଁ । ବହୁତ କମ ଲୋକ ଅଛନ୍ତି ଯିଏ ଏପରି କରନ୍ତି । ହୁଏତଃ ଏହି କାରଣ ପାଇଁ ଏପରି ଭୂମିକାକୁ ଆପଣ ପରଦାରେ ଦେଖିବାକୁ ପସନ୍ଦ କରୁଛନ୍ତି । ଯେବେ ଆପଣଙ୍କ ହୃଦୟ ଭାଙ୍ଗୁଛି ତେବେ କିଛି ମଧ୍ୟ ଭଲ ଲାଗେନାହିଁ । ଜୀବନଟି ବ୍ଲାକ ଆଣ୍ଡ ହ୍ବାଇଟ ଫିଲ୍ମ ପରି ଲାଗିଥାଏ । ଜୀବନ ବିନା ରଙ୍ଗର ହୋଇଯାଏ । ଏହି ସବୁ ସମସ୍ୟାରୁ ଆପଣଙ୍କୁ ହିଁ ଧିରେ ଧିରେ ବାହାରିବାକୁ ପଡିଥାଏ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.