ETV Bharat / sitara

‘ଡକ୍ଟର ଅଫ ଲେଟର୍ସ’ ସମ୍ମାନରେ ସମ୍ମାନିତ କିଙ୍ଗ ଖାନ - ଲା ଟ୍ରୋବ ୟୁନିଭର୍ସିଟି

ଏବର୍ଷ ମେଲବର୍ଣ୍ଣ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଶାହରୁଖ ଖାନଙ୍କୁ ଦିଆଯାଇଛି ସମ୍ମାନ । ଆଉ ଏକ ଉପାଧି ନିଜ ନାମରେ କଲେ ଶାହରୁଖ । ଏନେଇ ଗର୍ବିତ ସେ ।

ଫଟୋ ସୌଜନ୍ୟ: ଟ୍ବିଟର@ଶାହରୁଖ ଖାନ ଫ୍ୟାନକ୍ଲବ
author img

By

Published : Aug 9, 2019, 2:44 PM IST

ମୁମ୍ବାଇ: ଆଉ ଏକ ଉପାଧି ଅର୍ଜନ କଲେ କିଙ୍ଗ ଖାନ ଶାହରୁଖ ଖାନ । ବର୍ତ୍ତମାନ ଭାରତ ଏବଂ ତାଙ୍କ ପାଇଁ ଗର୍ବ କରିବାର ସମୟ । ଶାହରୁଖଙ୍କୁ ହଜାର ହଜାର ଫ୍ୟାନ୍ସଙ୍କ ସାମ୍ନାରେ ମାନବିକତା କାର୍ଯ୍ୟ ପାଇଁ ଅଷ୍ଟ୍ରୋଲିଆର ଲା ଟ୍ରୋବ ବିଶ୍ବବିଦ୍ୟାଳୟରୁ ‘ଡକ୍ଟର ଅଫ ଲେଟର୍ସ’ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ଚଳିତ ବର୍ଷ 10ମ ମେଲବର୍ଣ୍ଣ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଅତିଥି ରୂପେ ଯୋଗ ଦେବାକୁ ଦୁଇ ଦିନ ପୂର୍ବରୁ ମେଲବର୍ଣ୍ଣରେ ପହଞ୍ଚିଥିଲେ ।

ଏହି ଅବସରରେ ଶାହରୁଖ କହିଛନ୍ତି ଲା ଟ୍ରୋବ ଭଳି ପ୍ରତିଷ୍ଠିତ ୟୁନିଭର୍ସିଟି ତରଫରୁ ଏହି ସମ୍ମାନ ମିଳିବା ପରେ ମୁଁ ବହୁତ ଗର୍ବିତ ଅନୁଭବ କରୁଛି । ଏହି ୟୁନିଭର୍ସିଟି ଭାରତୀୟ ସଂସ୍କୃତି ସହ ଅନେକ ଦିନ ଧରି ଜଡିତ ଏବଂ ଏହା ସହ ମହିଳାଙ୍କୁ ସମାନ ଅଧିକାର ଦେବାକୁ ସ୍ବର ଉଠାଇ ସାରିଛି ।

video
ଫଟୋ ସୌଜନ୍ୟ: ଟ୍ବିଟର@ଶାହରୁଖ ଖାନ ଫ୍ୟାନକ୍ଲବ

ପ୍ରକାଶ ଥାଉକି ଲା ଟ୍ରୋବ ଅଷ୍ଟ୍ରୋଲିଆର ପ୍ରଥମ ୟୁନିଭର୍ସିଟି ଯିଏ ଶାହରୁଖଙ୍କୁ ଏହି ଉପାଧିରେ ସମ୍ମାନିତ କରିଛି । ଫିଲ୍ମ ଫେଷ୍ଟିଭାଲରେ ଶାହରୁଖଙ୍କୁ ‘ଏକ୍ସିଲେନ୍ସ ଇନ ସିନେମା’ ଆୱାର୍ଡ ମଧ୍ୟ ଦିଆଯାଇଛି । ପୁରସ୍କାର ଗ୍ରହଣ କରିବା ଷ୍ଟେଜରେ ଉପସ୍ଥିତ ଥିବା ପିଲାଙ୍କ ସହ ଡାନ୍ସ ଖୁବ୍ ଡାନ୍ସ କରିଥିଲେ ଶାହରୁଖ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.