ETV Bharat / sitara

ଫ୍ୟାଟରୁ ଫିଟ୍ ସାରା, ଭାଇରାଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେଲା ସାରାଙ୍କ ପୁରୁଣା ଭିଡିଓ । ଏବେ ଫିଟ୍ ନଜର ଆସୁଥିବା ସାରା ପୂର୍ବରୁ ଥିଲେ ଫ୍ୟାଟ । ଯାହାର ଖୁଲାସା ସେ ଅନେକ ଥର କରିସାରିଛନ୍ତି ।

author img

By

Published : Jan 28, 2020, 2:57 PM IST

sara ali khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ଫେମସ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜ ଆଗାମୀ ଫିଲ୍ମ ‘ଲଭ ଆଜକଲ’କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଦର୍ଶକ ମଧ୍ୟ ଏହି ଯୋଡିଙ୍କୁ ପ୍ରଥମଥର ପରଦାରେ ଦେଖିବାକୁ ଉତ୍ସାହିତ । ଇତିମଧ୍ୟରେ ସୋସିଆଲ ମିଡିଆରେ ସାରାଙ୍କ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଫ୍ଲାଇଟରେ ମସ୍ତି କରୁଥିବାର ନଜର ଆସୁଛନ୍ତି ।

ଭିଡିଓକୁ ସାରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ହେଲେ ଏହି ଭିଡିଓଟି ସାରାଙ୍କ ବହୁ ପୁରୁଣା ଭିଡିଓ । ସବୁଠାରୁ ମଜାଦାର କଥା ହେଲା ଯେ ଏବେ ଫିଟ୍ ନଜର ଆସୁଥିବା ସାରା ଭିଡିଓରେ ଖୁବ୍ ମୋଟା ନଜର ଆସୁଛନ୍ତି । ଭିଡିଓଟି ସେହି ସମୟର ଯେବେ ସାରା ମୋଟାପଣ ରୋଗରେ ଆକ୍ରାନ୍ତ ଥିଲେ ।

ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ପ୍ରଜେଣ୍ଟିଂ ସାରା କା ସାରା, ଚାଲନ୍ତୁ ଏହାକୁ ହାଲକା କରିଦେବା, ଯେମିତି ଏହା ପୂର୍ବରୁ ଥିଲା’ । ଭିଡିଓରେ ତାଙ୍କ ବଡି ଟ୍ରାନ୍ସଫର୍ମଶନର କ୍ରେଡିଟ ସେ ନମ୍ରତା ପୁରୋହିତଙ୍କୁ ଦେଇଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ସାରାଙ୍କ ଏହି ମଜାଦାର ଭିଡିଓ....

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.