ETV Bharat / sitara

ଶିଶୁ ଦିବସରେ ପିଲାଙ୍କ ସହ ହାପି ଫଟୋ ସେୟାର କଲେ ମାନ୍ୟତା

author img

By

Published : Nov 20, 2020, 9:00 PM IST

ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ଶୁକ୍ରବାର ଦିନ (ନଭେମ୍ବର 20) ଶିଶୁ ଦିବସ ଅବସରରେ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି । ସେ ତାଙ୍କ ପିଲାମାନଙ୍କ ସହିତ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ମାନ୍ୟତା ହସୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

sanjay-wife-manyata-message-for-her-twins-on-children-day
ଶିଶୁ ଦିବସ ଅବସରରେ ପିଲାଙ୍କ ସହ ହାପି ଫଟୋ ସେୟାର କଲେ ମାନ୍ୟତା

ନୂଆଦିଲ୍ଲୀ: ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ଶୁକ୍ରବାର ଦିନ (ନଭେମ୍ବର 20) ଶିଶୁ ଦିବସ ଅବସରରେ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି । ସେ ତାଙ୍କ ପିଲାମାନଙ୍କ ସହିତ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ମାନ୍ୟତା ହସୁଥିବା ଦେଖିବାକୁ ମିଳିଛି ।

ଫଟୋରେ, ମାନ୍ୟତା ଏକ ପିଙ୍କ ପ୍ରିଣ୍ଟେଡ ଡ୍ରେସରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏଥିସହିତ ଫଟୋରେ ଇକ୍ରା ଏବଂ ଶାହାରନ୍ ମାନ୍ୟତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି ।

ଇକ୍ରା ଏକ ଗୋଲାପି ରଙ୍ଗର ପୋଷାକ ପିନ୍ଧିଥିବାବେଳେ ଶାହାରନ୍ ଏକ ଧଳା ଟି-ସାର୍ଟ ଏବଂ ଟ୍ରାଉଜର ପିନ୍ଧିଥିବାର ନଜର ଆସିଛନ୍ତି ।

ଫଟୋ ସେୟାର କରି ମାନ୍ୟତା ଲେଖିଛନ୍ତି, "ଆଜି ଏକ ନୂଆ ଦିନ ... ଏହା ତୁମର ଦିନ .... ଏହି ଦିନଟି ତୁମ ପାଇଁ !! ଫଟୋ ଦେଖନ୍ତୁ ।

ମାନ୍ୟତା ପ୍ରାୟତଃ ଇନଷ୍ଟାଗ୍ରାମରେ ତାଙ୍କର ପାରିବାରିକ ଫଟୋ ସେୟାର କରନ୍ତି । ମାନ୍ୟତା ଏବଂ ସଞ୍ଜୟଙ୍କୁ ପ୍ରଶଂସକମାନେ ତାଙ୍କୁ ଏକାଠି ଦେଖିବାକୁ ପସନ୍ଦ କରନ୍ତି ।

ପ୍ରକାଶ ଥାଉ ଯେ, ଏବେ ମାନ୍ୟତା, ସଞ୍ଜୟ ଏବଂ ସେମାନଙ୍କ ପିଲାମାନେ ଦୁବାଇରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.