ETV Bharat / sitara

ଶିବସେନା ସମର୍ଥନରେ ସଞ୍ଜୁ ବାବା

author img

By

Published : Oct 16, 2019, 12:57 PM IST

ଅର୍ଜୁନ କପୁର ଓ ସଞ୍ଜୟ ଦତ୍ତ ଫିଲ୍ମ ‘ପାନିପଥ’ରେ ଏକାଠି ନଜର ଆସିବେ । ପ୍ରଥମଥର ଏହି ଦୁଇ ଅଭିନେତା ପରଦାରେ ଦେଖାଯିବେ । ଏବେ ଆଉ ଏକ କାରଣକୁ ନେଇ ଚର୍ଚ୍ଚାରେ ସଞ୍ଜୟ । ଜାଣନ୍ତୁ ଏହି ଚର୍ଚ୍ଚା ବିଷୟରେ...

ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ ନିକଟରେ ରାଜନୀତି ଏବଂ ନିର୍ବାଚନରେ ସାମିଲ ହେବାକୁ ଖଣ୍ଡନ କରିଥିଲେ । କିନ୍ତୁ ଏବେ ସେ ଶିବସେନା ଯୁଗ ଶାଖାର ସଭାପତି ଆଦିତ୍ୟ ଠାକରେଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି । ସେ ବର୍ତ୍ତମାନ ଖୁଲମଖୁଲା ଆଦିତ୍ୟଙ୍କୁ ସପୋର୍ଟ କରୁଥିବାର ଏକ ଭିଡିଓରେ ଦେଖାଯାଉଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ସଞ୍ଜୟ ଏହା କହୁଛନ୍ତି କି ଆଦିତ୍ୟ ରାଜନୀତର ଆଗାମୀ ଷ୍ଟାର । ଏହାସହ ସେ ଶିବସେନାର ଦିବଂଗତ ନେତା ବାଲ ଠାକରେଙ୍କୁ ମଧ୍ୟ ସ୍ମରଣ କରିଛନ୍ତି । ତାଙ୍କର ଏହି ଭିଡିଓରୁ ଲାଗୁଛି ଯେ ବର୍ତ୍ତମାନ ସଞ୍ଜୟ ଶିବସେନାଙ୍କ ହାତ୍ ସମ୍ପୂର୍ଣ୍ଣ ରୂପେ ଧରିସାରଲେଣି ।

ଆଦିତ୍ୟ ତାଙ୍କ ଛୋଟ ଭାଇ ଭଳି, ସେ ବାଲା ସାହେବ ଠାକରେଙ୍କ ପରିବାରର । ଯିଏ ଖରାପ ସମୟରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ସାହାଯ୍ୟ କରିଥିଲେ । ଏହି ଋଣକୁ ସେ କେବେ ମଧ୍ୟ ଭୁଲି ପାରିବେ ନାହିଁ । ବାଲା ଠାକରେ ତାଙ୍କ ପିତା ପରି ଥିଲେ । ଉଦ୍ଧବ ଭାଇ ମଧ୍ୟ ତାଙ୍କ ପାଇଁ ସେହିପରି ଥିଲେ । ଆଦିତ୍ୟଙ୍କ ପାଇଁ ହୃଦୟରୁ ଚାହୁଁଛନ୍ତି ଯେ ସେ ବିଜୟ ହାସଲ କରନ୍ତୁ । କାରଣ ଆମକୁ ଡାୟନାମିକ ୟଙ୍ଗ ଲିଡର୍ସର ଆବଶ୍ୟକ ଅଛି ବୋଲି କହିଛନ୍ତି ସଞ୍ଜୟ ।

ପ୍ରକାଶ ଥାଉକି ସଞ୍ଜୟ ନିକଟରେ ତାଙ୍କ ନିର୍ମିତ ଫିଲ୍ମ ‘ପ୍ରସ୍ଥାନମ’ ରିଲିଜ ହୋଇଥିଲା । ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଆଉ ଖୁବଶୀଘ୍ର ଅର୍ଜୁନ କପୁର ଷ୍ଟାରର ଫିଲ୍ମ ‘ପାନିପଥ’ରେ ମଧ୍ୟ ଦେଖାଯିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.