ETV Bharat / sitara

ଦୁବାଇରେ ପରିବାର, ଚିନ୍ତାରେ ମୁନ୍ନା ଭାଇ

author img

By

Published : Apr 20, 2020, 12:55 PM IST

ଲକଡାଉନରେ ପତ୍ନୀ ଓ ପିଲାଙ୍କୁ ଖୁବ୍ ମିସ୍‌ କରୁଛନ୍ତି ସଞ୍ଜୟ ଦତ୍ତ। ଭିଡିଓ କଲରେ ବିତାଉଛନ୍ତି ସମୟ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦୀର୍ଘ ସମୟରୁ ପରିବାରଠୁ ଦୂରରେ ଅଛନ୍ତି ସଞ୍ଜୁ ବାବା ସଞ୍ଜୟ ଦତ୍ତ । ସେ ମୁମ୍ବାଇରେ ଥିବା ବେଳେ ତାଙ୍କ ପରିବାର କୋରୋନା ଯୋଗୁଁ ଦୁବାଇରେ ଫସିଯାଇଛନ୍ତି । ଏକ ମାସରୁ ତାଙ୍କ ପତ୍ନୀ ମାନ୍ୟତା ଦୁଇ ପିଲାଙ୍କ ସହ ଦୁବାଇରେ ଅଛନ୍ତି। ଯାହାର ଚିନ୍ତା ବର୍ତ୍ତମାନ ସଞ୍ଜୟଙ୍କୁ ଘାରିଛି । ନିକଟରେ ସଞ୍ଜୟ କହିଥିଲେ ଯେ ଲକଡାଉନ ପୂର୍ବରୁ ମାନ୍ୟତା ପିଲାଙ୍କ ସହ ଦୁବାଇ ଯାଇଥିଲେ । ଯାହାଦ୍ବାରା ସେ ଏବେ ମୁମ୍ବାଇ ଫେରିପାରୁନାହାଁନ୍ତି ।

ମୁମ୍ବାଇରୁ ସେ ପିଲାଙ୍କ ସହ ଫେସଟାଇମ ଚାର୍ଟ କରୁଛନ୍ତି। ତଥାପି ସବୁବେଳେ ତାଙ୍କ ଚିନ୍ତା ମନରେ ରହୁଛି। ସେ ତାଙ୍କ ଜୀବନରେ ଅନେକଥର ଲକଡାଉନରେ ବିତାଇଛନ୍ତି । ପୂର୍ବରୁ ଆଉ ଏବେ ହେଲେ ସବୁବେଳେ ସେ ନିଜ ପରିବାରକୁ ଖୁବ୍ ମନେ ପକାନ୍ତି।

ତାଙ୍କ ପାଇଁ ପରିବାର ସବୁ କିଛି। ସୋସିଆଲ ମିଡିଆକୁ ଧନ୍ୟବାଦ କରିବାକୁ ଚାହୁଁଛି ଯେ ଏହାଦ୍ବାରା ପିଲାଙ୍କ ଚେହେରା ଦେଖିପାରୁଛି । ଆଉ ଦିନରେ ଅନେକଥର କଥା ହୋଇପାରୁଛି । ଏହା ଏକ ଏମିତି ସମୟ ଯାହା ପରିବାର ଅଭାବ କଣ ସାବ୍ୟସ୍ତ କରୁଛି ବୋଲି କହିଥିଲେ ସଞ୍ଜୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.