ETV Bharat / sitara

ଚିକିତ୍ସା ପୂର୍ବରୁ 'ସଡକ-୨' ଡବିଂ କାମ ଶେଷ କରିବେ ସଞ୍ଜୁ

author img

By

Published : Aug 14, 2020, 9:28 PM IST

ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କର୍କଟ ବା ଲଙ୍ଗ୍ସ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି । ସେ ଶୀଘ୍ର ଚିକିତ୍ସା ପାଇଁ ଆମେରିକା ଯିବେ । କିନ୍ତୁ ଏହାପୂର୍ବରୁ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସଡକ-୨' ଡବିଂର ଅବଶିଷ୍ଟ ସୁଟିଂ କାମକୁ ସମାପ୍ତ କରିବେ । ଅଧିକ ପଢନ୍ତୁ...

sanjay dutt to wrap up sadak 2 dubbing before medical break
ଚିକିତ୍ସା ପୂର୍ବରୁ 'ସଡକ-୨' ର ଡବିଂ କାମ ସଂପୂର୍ଣ୍ଣ କରିବେ ସଞ୍ଜୁ ବାବା

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ନିଜ ପାଇଁ ବ୍ରେକ ନେବା ପୂର୍ବରୁ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସଡକ-୨' ଡବିଂର ଅବଶିଷ୍ଟ ସୁଟିଂ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଚାହୁଁଛନ୍ତି ।

ସୂତ୍ରରୁ ପ୍ରକାଶ ଯେ, ସଞ୍ଜୟ ତାଙ୍କ ଚଳଚ୍ଚିତ୍ର 'ସଡକ-୨' ଡବିଂ ର ଅବଶିଷ୍ଟ ସୁଟିଂ କାମକୁ ତାଙ୍କ ଚିକିତ୍ସା ପାଇଁ ବ୍ରେକ ନେବା ପୂର୍ବରୁ ଆସନ୍ତା ସପ୍ତାହ ସୁଦ୍ଧା ଶେଷ କରିବେ ।

ନିକଟରେ, ସଞ୍ଜୟଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିଥିଲା । ଏହି ଖବର ଶୁଣି ବାବାଙ୍କ ଫ୍ୟାନ୍ସ ସମସ୍ତେ ତାଙ୍କ ଆରୋଗ୍ୟକାମନା କରିବା ସହ ତାଙ୍କୁ ସାହସ ଦେଇଥିଲେ ।

ଗତ ସପ୍ତାହର ଶେଷରେ ସଞ୍ଜୟଙ୍କ ନିଶ୍ୱାସ ପ୍ରଶ୍ୱାସ ଏବଂ ଛାତିରେ ଯନ୍ତ୍ରଣା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଗଷ୍ଟ 11 ରେ, ସଞ୍ଜୟ କହିଥିଲେ ଯେ ସେ ତାଙ୍କ ଚିକିତ୍ସା ପାଇଁ ବ୍ରେକ ନେଉଛନ୍ତି ।

ପ୍ରକାଶ ଥାଉ କି, ମଙ୍ଗଳବାର ଦିନ ସଞ୍ଜୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜ କ୍ୟାନ୍ସର ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.