ETV Bharat / sitara

ଆସିଲା ‘ପ୍ରସ୍ଥାନମ’ର ଫାଷ୍ଟ ଲୁକ ପୋଷ୍ଟର

author img

By

Published : Aug 17, 2019, 6:44 AM IST

ସେପ୍ଟେମ୍ବର 20ରେ ରିଲିଜ ହେବାକୁ ଯାଉଛି ସଞ୍ଜୟ ଦତ୍ତଙ୍କ ଅଭିନୀତ ଏବଂ ପ୍ରଯୋଜିତ ଫିଲ୍ମ ‘ପ୍ରସ୍ଥାନମ’ । ଇତିମଧ୍ୟରେ ଜାରି ହୋଇଯାଇଛି ଫିଲ୍ମରେ ଫାଷ୍ଟ ପୋଷ୍ଟର ।

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ବଲିଉଡର ସଞ୍ଜୁ ବାବା ସଞ୍ଜୟ ଦତ୍ତ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଲେଣି ନିଜ ପ୍ରଯୋଜିତ ଫିଲ୍ମ ‘ପ୍ରସ୍ଥାନମ’ ରିଲିଜ କରିବାକୁ । ଆଉ ସାମ୍ନାକୁ ଆସିଯାଇଛି ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର । ଯାହାକୁ ଟ୍ବିଟରରେ ପୋଷ୍ଟ କରିଛନ୍ତି ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ।

photo
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ପ୍ରକାଶ ଥାଉକି ‘ପ୍ରସ୍ଥାନମ’ ଫିଲ୍ମଟି ତେଲୁଗୁ ସୁପରହିଟ୍ ଫିଲ୍ମ ‘ପ୍ରସ୍ଥାନମ’ର ହିନ୍ଦୀ ରିମେକ । ଯଦି ପୋଷ୍ଟର ବିଷୟରେ କଥା ହେବା ତେବେ ଫିଲ୍ମର ମୁଖ୍ୟ ଷ୍ଟାର-କାଷ୍ଟ ନଜର ଆସୁଛନ୍ତି । ଅଭିନେତ୍ରୀ ମନୀଷା କୋଇରାଲା, ଅଲ୍ଲୀ ଫଜଲ, ଆମାୟରା ଦସ୍ତୁର, ସତ୍ୟଜିତ୍ ଦୁବେ, ସଞ୍ଜୟ ଦତ୍ତ ଓ ଜ୍ୟାକି ଶ୍ରଫ କ୍ରୋଧଭରା ଲୁକରେ ଦେଖାଯାଉଛନ୍ତି ।

ଏହି କଳାକାରଙ୍କ ବ୍ୟତୀତ ଫିଲ୍ମରେ ଚଙ୍କି ପାଣ୍ଡେ ମଧ୍ୟ ଅଭିନୟ କରୁଥିବାର ଦେଖାଯିବେ । ‘ପ୍ରସ୍ଥାନମ’ ରାଜନୈତିକ କାହାଣୀକୁ ନେଇ ଆଧାରିତ । ନିର୍ଦ୍ଦେଶକ ଦେବା କଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ସେପ୍ଟେମ୍ବର 20ରେ ରିଲିଜ ହେବ ।

Intro:Body:

fsbg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.