ETV Bharat / sitara

ମୁମ୍ବାଇରୁ ଦୁବାଇ ଯାତ୍ରା କଲେ ସଞ୍ଜୁ ବାବା

author img

By

Published : Sep 17, 2020, 6:55 AM IST

ସଞ୍ଜୟ ଦତ୍ତ ପତ୍ନୀ ମାନ୍ୟତାଙ୍କ ସହ ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି । କୁହାଯାଉଛି ଯେ ସଞ୍ଜୟ ତାଙ୍କ ସନ୍ତାନ ଶାହରାନ୍ ଏବଂ ଇକରାଙ୍କୁ ଭେଟିବାକୁ ଦୁବାଇ ଯାଉଛନ୍ତି। ମାନ୍ୟତା ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସଞ୍ଜୟଙ୍କ ସହ ବିମାନରେ ବସିଥିବାର ନଜର ଆସିଛନ୍ତି। ଅଧିକ ପଢନ୍ତୁ...

sanjay dutt left for mumbai to dubai in a private jet
ମାନ୍ୟତାଙ୍କ ସହିତ ମୁମ୍ବାଇରୁ ଦୁବାଇ ଯାତ୍ରା କଲେ ସଞ୍ଜୁ ବାବା

ମୁମ୍ବାଇ:ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ପତ୍ନୀ ମାନ୍ୟତାଙ୍କ ସହ ମୁମ୍ବାଇରୁ ଦୁବାଇ ଅଭିମୁଖେ ଏକ ପ୍ରାଇଭେଟ ଜେଟରେ ଯାତ୍ରା କରିଛନ୍ତି ।

ମାନ୍ୟତା ଇନଷ୍ଟାଗ୍ରାମରରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବିମାନରେ ସଞ୍ଜୟଙ୍କ ପାଖରେ ବସିଥିବାର ନଜର ଆସିଛନ୍ତି ।

ଫଟୋର କ୍ୟାପସନରେ ମାନ୍ୟତା ଲେଖିଛନ୍ତି,“ଇନର ଲାଇଫ” । କୁହାଯାଉଛି ଯେ, ସଞ୍ଜୟ ତାଙ୍କ ଯାଆଳାଁ ସନ୍ତାନ ଶାହରାନ୍ ଏବଂ ଇକରାଙ୍କୁ ଭେଟିବାକୁ ଦୁବାଇ ଯାଉଛନ୍ତି । ମାନ୍ୟତା ତାଙ୍କ ଦୁଇ ପିଲାଙ୍କ ସହ ଦୁବାଇରେ ଥିଲେ, କିନ୍ତୁ ସଞ୍ଜୟଙ୍କ ଅସୁସ୍ଥତା ଖବର ପାଇବା ପରେ ସେ ମୁମ୍ବାଇ ଫେରିଥିଲେ।

ନିଶ୍ବାସ ପ୍ରଶ୍ବାସ ଏବଂ ଛାତିରେ ଯନ୍ତ୍ରଣା ହେତୁ ସଞ୍ଜୟଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଗଷ୍ଟ 11ରେ ସେ କହିଥିଲେ ଯେ ତାଙ୍କର ଚିକିତ୍ସା ପାଇଁ ସେ କିଛି ସମୟ କାମରୁ ବିରତି ନେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.