ETV Bharat / sitara

ଲିକ ହେଲା ‘ଦବଙ୍ଗ 3’ର ଆକ୍ସନ ସିନ, ନାରାଜ ଭାଇଜାନ୍

ସୋସିଆଲ ମିଡିଆରେ ଚୁଲବୁଲ ପାଣ୍ଡେଙ୍କ ଜଲୱା । ଆକ୍ସନ ମୁଡରେ ନଜର ଆସିଲେ ସଲମାନ । ଲିକ ହେଲା ଦବଙ୍ଗ 3ର ଆକ୍ସନ ସିନ ।

author img

By

Published : Aug 31, 2019, 11:01 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନ ଏବେ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ର ସୁଟିଂରେ ବ୍ୟସ୍ତ । ଫିଲ୍ମର ସୁଟିଂ ସମୟରେ ସେଟରୁ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ସଲମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସେ । ଏବେ ସଲମାନଙ୍କ ଏକ ଭିଡିଓ ଟିକଟକ ଆପ ଏବଂ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି । ଯେଉଁଥିରେ ସେ ‘ଦବଙ୍ଗ 3ର’ର ଆକ୍ସନ ସିକ୍ବେନ୍ସ ସୁଟ କରୁଥିବାର ନଜର ଆସୁଛନ୍ତି । ଯାହାକୁ ସଲମାନଙ୍କ ଫ୍ୟାନକ୍ଲବ ଦ୍ବାରା ସେୟାର କରାଯାଇଛି ।

ପ୍ରକାଶ ଥାଉକି ସଲମାନ ଆଜିକାଲି ଜୟପୁରରେ ‘ଦବଙ୍ଗ 3’ପାଇଁ ପୁରା ଟିମ ସହ ଅଛନ୍ତି । ଏହି ଫିଲ୍ମରେ ପୁଣି ତାଙ୍କ ଦବଙ୍ଗ ହିରୋଇନ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ତେଲୁଗୁ ଅଭିନେତା ଏବଂ ନିର୍ମାତା ପ୍ରଭୁଦେବା ।

Intro:Body:

BLANK FOR GALLERY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.