ETV Bharat / sitara

ସଲମାନଙ୍କ ‘ପ୍ୟାର କରୋନା’ ଟିଜର, ଦେଖନ୍ତୁ ଭିଡିଓ

author img

By

Published : Apr 19, 2020, 4:48 PM IST

ବିଙ୍ଗ ସଲମାନ ଖାନ ନାମରେ ୟୁଟ୍ୟୁବରେ ଧମାଲ କରିବେ ସଲମାନ ଖାନ। ଏହାପୂର୍ବରୁ ଚ୍ୟାନେଲ ପାଇଁ ରେକଡିଂ କରିସାରିଛନ୍ତି ଗୀତ ପ୍ୟାର କରୋନା...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ ସୁପରଷ୍ଟାର ସଲମାନ ଖାନ ନିଜର ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିବେ। ଯାହାଦ୍ବାରା ସେ ସରକାର ଓ ଜନସାଧାରଣଙ୍କୁ ସାହାଯ୍ୟ କରିବା ସହ ଭିଡିଓ ଜରିଆରେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବେ।

ଇତିମଧ୍ୟରେ ସଲମାନ ଗାଇଥିବା ‘ପ୍ୟାର କରୋନା’ ଟିଜର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋମବାର ୟୁଟ୍ୟୁବରେ ଏହି ଗୀତ ଦେଖିପାରିବେ ଦର୍ଶକ। ଯାହାର ଟିଜର ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ପ୍ରକାଶ ଥାଉକି ସଲମାନଙ୍କ ମ୍ୟାନେଜର ଏହା ସ୍ପଷ୍ଟ କରିସାରିଛନ୍ତି ଯେ ‘ପ୍ୟାର କରୋନା’ ଗୀତ ସଲମାନ ରେକଡିଂ କିରସାରିଛନ୍ତି। ଭିଡିଓ ସଙ୍ଗଟି ଆସନ୍ତା 22 ତାରିଖରେ ୟୁଟ୍ୟୁବରେ ପ୍ରସାରଣ ହେବ। ଆଉ ଅଡିଓ ପାଇଁ ଆପଣଙ୍କୁ 27 ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.