ETV Bharat / sitara

2 ମିନିଟରେ ଶାନଦାର ପେଣ୍ଟିଂ କରି ମନ କିଣିଲେ ସଲମାନ

ନିଜର ଖାଲି ସମୟରେ ଭାଇଜାନ ସଲମାନ ଖାନ ପେଣ୍ଟିଂ କରିବାକୁ ଖୁବ୍ ପସନ୍ଦ କରନ୍ତି । ଏବେ ସେ ଏକ ନୂଆ ପେଣ୍ଟିଂ କରି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି ।

author img

By

Published : Mar 19, 2020, 1:23 PM IST

salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ କୋରୋନା ଭାଇରସ ପାଇଁ ଘରେ ସମୟ ବିତାଉଛନ୍ତି । ନିଜର ଆଗାମୀ ଫିଲ୍ମର ସୁଟିଂ ଏବେ ସେ ସ୍ଥଗିତ ରଖିଛନ୍ତି । ସେ ଖୁବଶୀଘ୍ର ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ରାଧେ’ରେ ନଜର ଆସିବେ । ଫିଲ୍ମକୁ ନେଇ ଏକ୍ସାଇଟେଡ ଦର୍ଶକ। ସଲମାନ ଘରେ ସମୟର ଉପଯୋଗ କରୁଥିବାର ନଜର ଆସୁଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସମସ୍ତଙ୍କୁ ଜଣା ଯେ ଅଭିନୟ ବ୍ୟତୀତ ସେ ପେଣ୍ଟିଂ କରିବାରେ ମଧ୍ୟ ମାହିର ।

ପେଣ୍ଟିଂ କରୁଥିବାର ସମୟର ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତାଙ୍କ ଏହି ଭିଡିଓକୁ ଫ୍ୟାନ୍ସଙ୍କ ଶାନଦାର କମେଣ୍ଟ ମିଳିବାରେ ଲାଗିଛି । ଭିଡିଓରେ ସେ ଚାରକୋଲରେ ପେଣ୍ଟିଂ କରୁଥିବାର ଦେଖାଯାଉଛନ୍ତି।

ସେ ମାତ୍ର 2 ମିନିଟରେ ଏକ ଶାନଦାର ପୋଣ୍ଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସବୁଠାରୁ ମଜାଦାର କଥା ହେଲା ଯେ ପେଣ୍ଟିଂ କରୁଥିବାର ସମୟରେ ସଲମାନ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର ହେ’ର ଟାଇଟଲ ଗୀତ ଗାଇଛନ୍ତି। ପେଣ୍ଟିରେ ସେ ମା' ଛୁଆର ଫଟୋ ତିଆରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.