ETV Bharat / sitara

ସେହନାଜଙ୍କୁ ବିଗ ବସ ହାଉସରୁ ଆଉଟ କଲେ ସଲମାନ - ସଲମାନ ଖାନଙ୍କ ବିବାଦୀୟ ଶୋ ‘ବିଗ ବସ ସିଜନ 13’

ସୋସିଆଲ ମିଡିଆରେ ଭାଇରାଲ ହେଲା ‘ବିଗ ବସ ସିଜନ 13’ର ଏକ ଭିଡିଓ । ଯାହା ‘ୱିକେଣ୍ଡ କା ୱାର’ରେ ପ୍ରସାରିତ ହେବ । ଏହି ଭିଡିଓରେ ପୁଣି ସଲମାନଙ୍କ କ୍ରୋଧଭରା ଅନ୍ଦାଜ ଦେଖିବାକୁ ମିଳୁଛି । ନିଜ ଫେଭରେଟ ପ୍ରତିଯୋଗୀ ସେହନାଜଙ୍କ ଉପରେ ରାଗିଛନ୍ତି ସଲମାନ ।

salman khan
ଡିଜାଇନ ଫଟୋ
author img

By

Published : Jan 11, 2020, 5:25 PM IST

ମୁମ୍ବାଇ: ସଲମାନ ଖାନଙ୍କ ବିବାଦୀୟ ରିୟାଲିଟି ଶୋ ‘ବିଗ ବସ ସିଜନ 13’ରେ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡା ସାଧାରଣ କଥା। ଏହି ଝଗଡାକୁ ନେଇ ସବୁବେଳେ ସଲମାନ ପ୍ରତିଯୋଗୀଙ୍କ କ୍ଲାସ ନେଉଥିବାର ନଜର ଆସନ୍ତି । ଅନେକଥର ପ୍ରତିଯୋଗୀଙ୍କ ଉପରେ ରାଗି ଶୋ ଛାଡିବାକୁ ମଧ୍ୟ ମେକର୍ସଙ୍କୁ କହିସାରିଲେଣି ସେ । ଏଥର ସଲମାନଙ୍କ ଟାର୍ଗେଟରେ ବିଗ ବସର ଫେମସ ପ୍ରତିଯୋଗୀ ସେହନାଜ ଗିଲ ।

‘ୱିକେଣ୍ଡ କା ୱାର’ରେ ଏଥର ସଲମାନ, ସେହନାଜଙ୍କ କ୍ଲାସ ମଧ୍ୟ ନେବେ । ଶୋର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେହନାଜ ଓ ମାହିରା ଶର୍ମା ଠିଆ ହୋଇଥିବାର ଦେଖାଯାଉଛନ୍ତି । ଆଉ ଦୁଇଜଣଙ୍କ ସାମ୍ନାରେ ଦୁଇଟି ବକ୍ସ ରଖାଯାଇଛି । ଅନ୍ୟ ପ୍ରତିଯୋଗୀଙ୍କୁ କୁହାଯାଇଛି ଯେ ଦୁଇଜଣଙ୍କ ମଧ୍ୟରେ କିଏ ଅଧିକା ଜେଲସ ଫିଲ କରୁଛନ୍ତି। ସବୁ ପ୍ରତିଯୋଗୀ ସେହନାଜଙ୍କ ବକ୍ସରେ ପାଣି ଭର୍ତ୍ତି କରୁଛନ୍ତି।

ଆଉ ଏହା ପରେ ସଲମାନ କହୁଛନ୍ତି ସବୁ ପ୍ରତିଯୋଗୀ ତୁମକୁ କହୁଛନ୍ତି ତୁମେ ଅଧିକ ଜେଲସ ଫିଲ କରୁଛ । ଯାହାପରେ ସେହନାଜ କାନ୍ଦିବା ଆରମ୍ଭ କରିଦେଉଛନ୍ତି । ଏହି କଥାରେ ରାଗି ସଲମାନଙ୍କୁ ତାଙ୍କୁ ଖୁବ୍ ଗାଳି ମଧ୍ୟ କରୁଛନ୍ତି । କାନ୍ଦି କାନ୍ଦି ସେହନାଜ କହୁଛନ୍ତି ମତେ ଏହି ଘରେ ରହିବାର ନାହିଁ ମେତ ବାହାର କରିଦିଏ । ସଲମାନ ମେକର୍ସଙ୍କୁ ଅନୁରୋଧ କରୁଛନ୍ତି ଦୟା କରି ସେହନାଜକୁ ଘରୁ ବାହାର କର । ଦେଖନ୍ତୁ ଏଥର ‘ୱିକେଣ୍ଡ କା ୱାର’ର ପ୍ରୋମୋ ଭିଡିଓ...

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.