ETV Bharat / sitara

ମୁମ୍ବାଇ ମେଟ୍ରୋରେ ‘ବିଗବସ-13’ ପ୍ରମୋଶନ ପାଇଁ ପହଞ୍ଚିଲେ ସଲମାନ

author img

By

Published : Sep 24, 2019, 12:10 PM IST

ମୁମ୍ବାଇ ମେଟ୍ରୋରେ ବିଗବସ୍-13ର ପ୍ରମୋଶନ । ଯୋଗ ଦେଇଛନ୍ତି ସଲମାନ ଖାନ । ଅର୍ଜୁନ ବିଜଲାନୀ, ସନା ଖାନ୍ ଓ ପୂଜା ବାନାର୍ଜୀଙ୍କ ସହ କରିଛନ୍ତି ଶୋ'ର ପ୍ରମୋଶନ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: କିଛି ଦିନ ପରେ ଆରମ୍ଭ ହେଉଛି ବହୁ ପ୍ରତିକ୍ଷିତ ଟେଲିଭିଜନ ଶୋ' ବିଗବସର 13ତମ ସିଜିନ । ଏଯାଏଁ ବିଗବସ-13ର ପ୍ରାୟ 4ଟି ପ୍ରୋମୋକୁ ରିଲିଜ କରାଯାଇଛି ଓ ସବୁ ପ୍ରୋମୋରେ ସଲମାନଙ୍କ ଅଲଗା ଅଲଗା ରୂପ ଦେଖିବାକୁ ମିଳିଛି ।

salman khan in mumbai metro
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସୋମବାର ମୁମ୍ବାଇର ଅନ୍ଧେରୀ ମେଟ୍ରୋ ପାଖରେ ଶୋ'ର ପ୍ରମୋଶନ ପାଇଁ ପହଞ୍ଚିଥିଲେ ସଲମାନ ଖାନ । ମେଟ୍ରୋରେ ଯାତ୍ରା କରି ନିଜ ଅନୁଭୁତି ମଧ୍ୟ ବଖାଣିଥିଲେ ସେ । ଏହାସହ ଶୋ'ରେ ଅଧିକ ଟ୍ବିଷ୍ଟ ଥିବାର କହିଛନ୍ତି ସଲମାନ । ଅର୍ଜୁନ ବିଜଲାନୀ, ସନା ଖାନ୍ ଓ ପୂଜା ବାନାର୍ଜୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

salman khan in mumbai metro
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ଚଳିତ ସିଜିନର ଦୁଇଟି ପ୍ରତିଯୋଗୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ନାମ ଘୋଷଣା ହୋଇଥିଲେ ମାତ୍ର ଅନ୍ୟ 9ଜଣଙ୍କ ନାମକୁ ଘୋଷଣା କରାଯାଇନାହିଁ । ଏଥିରେ ରାଜପାଲ ଯାଦବ ମଧ୍ୟ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.