ETV Bharat / sitara

ଅସଲି ଦବଙ୍ଗଙ୍କୁ ସମ୍ମାନିତ କରିବେ ବଲିଉଡ ଦବଙ୍ଗ

ସୋସିଆଲ ମିଡିଆରେ ଘୁରିବୁଲିଛି ସଲମାନ ଖାନଙ୍କ ନୂଆ ଭିଡିଓ । ଦବଙ୍ଗ ଷ୍ଟାଇଲରେ ସବୁ ପୁରୁଷଙ୍କୁ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସର ଶୁଭେଚ୍ଛା ଜଣାଇବା ସହ ଘୋଷଣା କଲେ ବ୍ୟାଜ ଅଫ ଅନର ଆୱାର୍ଡ ।

author img

By

Published : Nov 19, 2019, 8:35 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ସଲୁ ମିଆଁ ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଦବଙ୍ଗ 3କୁ ନେଇ ଉତ୍ସାହିତ ଫ୍ୟାନ୍ସ । ଏହି ଆକ୍ସନଭରା ଫିଲ୍ମଟି ଖ୍ରୀଷ୍ଟମାସ ତଥା ଆସନ୍ତା ମାସ 20ରେ ରିଲିଜ ହେବାକୁ ଯାଉଛି । ଏବେ ସଲମାନ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ । ମଙ୍ଗଳବାର ତଥା ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ଅବସରରେ ସଲମାନ ନିଜ ପ୍ରଡକ୍ସନ ଟ୍ବିଟର ହ୍ୟାଣ୍ଡଲରୁ ଏକ ଭିଡିଓ ଅପଲୋଡ କରି ଚର୍ଚ୍ଚାରେ ।

ଭିଡିଓ ସୌଜନ୍ୟ: ଟ୍ବିଟର@ସଲମାନ ଖାନ

ଯେଉଁଥିରେ ସେ ରିୟଲ ଲାଇଫ ଅସଲି ଦବଙ୍ଗକୁ ବ୍ୟାଜ ଅଫ ଅନର ଦେବା କଥା କହୁଥିବାର ନଜର ଆସୁଛନ୍ତି । ଭିଡିଓରେ ସେ କହୁଛନ୍ତି ଯେ ଦବଙ୍ଗର ଅର୍ଥ ହେଲା ଡେରିଂ, ଅସମ, ବ୍ୟାଡଆସ ଏବଂ ନଉଟଙ୍କିଜଙ୍କ ଗଜବ ଗଠବନ୍ଧନ ।

ଏହାପରେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ମଧ୍ୟ କହୁଛନ୍ତି ଯେ ଯଦି ଆପଣଙ୍କ ଦୃଷ୍ଟିରେ କେହି ଏମିତି ଅଛନ୍ତି, ଯାହାଙ୍କ ପାଖରେ ଦବଙ୍ଗ ଭଳି ଲକ୍ଷଣ ଅଛି ତେବେ ଆଜି ଇଣ୍ଟରନ୍ୟାସନାଲ ମେନ୍ସ ଡେ ଅବସରରେ ନୋମିନେଟ କରନ୍ତୁ । ଏହାପରେ ଅରବାଜ ଖାନ ଘୋଷଣା କରି କହୁଛନ୍ତି ଏପରି ବ୍ୟକ୍ତିଙ୍କୁ ଆମେ ବ୍ୟାଜ ଅଫ ଅନର ଦେବୁ । ତେବେ ପ୍ରସ୍ତୁତ ହୋଇଯାଆନ୍ତୁ ଏହି ଅନର ଜିତିବାକୁ ...

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.