ଯୋଧପୁର: ବଲିଉଡ ଅଭିନେତା ସଲମାନଙ୍କ ବିରୋଧରେ ଆସିଥିବାକୃଷ୍ଣସାର ମୃଗ ଶିକାର ମାମଲାର ଶୁଣାଣି ବୁଧବାର ରାଜସ୍ଥାନ ଯୋଧପୁର ଡିଷ୍ଟ୍ରିକ୍ଟ ଏଣ୍ଡ ସେସନ୍ସ କୋର୍ଟ ମୁଲତବି କରିଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ 4ରେହେବ । ଉକ୍ତ ଦିନ ସଲମାନଙ୍କୁ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି ।ବୁଧବାର ସଲମାନ କୋର୍ଟରେ ଉପସ୍ଥିତ ହୋଇନଥିଲେ ।କେବଳ ତାଙ୍କ ଓକିଲ ସେଠାରେ ଉପସ୍ଥିତ ଥିଲେ ।
Rajasthan: Hearing in the black buck poaching case and Arms Act cases of Salman Khan have been adjourned today. Next date of hearing is 4 July. Salman Khan will have to be present in the District & Sessions Court, Jodhpur in next hearing. (file pic) pic.twitter.com/z5X5XfHs8J
— ANI (@ANI) April 3, 2019 " class="align-text-top noRightClick twitterSection" data="
">Rajasthan: Hearing in the black buck poaching case and Arms Act cases of Salman Khan have been adjourned today. Next date of hearing is 4 July. Salman Khan will have to be present in the District & Sessions Court, Jodhpur in next hearing. (file pic) pic.twitter.com/z5X5XfHs8J
— ANI (@ANI) April 3, 2019Rajasthan: Hearing in the black buck poaching case and Arms Act cases of Salman Khan have been adjourned today. Next date of hearing is 4 July. Salman Khan will have to be present in the District & Sessions Court, Jodhpur in next hearing. (file pic) pic.twitter.com/z5X5XfHs8J
— ANI (@ANI) April 3, 2019
ଏହି ମାମଲର ପୂର୍ବ ଶୁଣାଣି ଫେବୃଆରୀ 20ରେ ହୋଇଥିଲା । ସଲମାନ 5 ବର୍ଷ ଜେଲ ଦଣ୍ଡ ବିରୋଧରେ ଜିଲ୍ଲା ସେସନ୍ସ କୋର୍ଟରେ ପୂର୍ବରୁ ଆବେଦନ କରିଛନ୍ତି ।
ପ୍ରକାଶ ଥାଉକି ଗତ ବର୍ଷ ଏପ୍ରିଲ 5ରେ ଯୋଧପୁର ସେସନ କୋର୍ଟରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଦେବକୁମାର ଖତ୍ରୀ ଦୁଇ ଦଶକ ପୁରୁଣା କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରି ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାସହ ସଲମାନଙ୍କୁ 10 ହଜାର ଟଙ୍କା ଜରିମନା ଦେବାକୁ ମଧ୍ୟ କୁହାଯାଇଥିଲା । ଅନ୍ୟପଟ ଅନ୍ୟଦୋଷୀ ଅର୍ଥାତ୍ ବଲିଉଡ କଳାକାର ସୈଫ ଅଲ୍ଲୀ ଖାନ, ନୀଲମ, ସୋନାଲୀ, ତବ୍ବୁ ଏବଂ ଦୁଷ୍ମନ୍ତ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ।