ETV Bharat / sitara

ସୈଫଙ୍କ ସହ ଖେଳୁଛନ୍ତି ବେବି ସାରା, ଦେଖନ୍ତୁ ଭିଡିଓ

ଭାଇରାଲ ହୋଇଛି ସାରାଙ୍କ ବଚପନ ଭିଡିଓ । ପିତା ସୈଫଙ୍କ ସହ ମସ୍ତି କରୁଥୁବାର ନଜର ଆସିଛନ୍ତି ସାରା । ସାରା ଏବେ ବି ସେତିକି କ୍ୟୁଟ ଅଛନ୍ତି ଯେତିକି ବଚପନରେ ଥିଲେ ବୋଲି କହିଲେ ଫ୍ୟାନ୍ସ ।

author img

By

Published : Jun 20, 2019, 3:28 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/saraalikhan_daily

ହାଇଦ୍ରାବାଦ: ସୋସିଆଲ ମିଡିଆର ପ୍ରଥମ ପସନ୍ଦ ଏବେ ସାରା । ଅନ୍ୟ ସେଲିବ୍ରିଟି ଭଳି ସାରା ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି । ନିକଟରେ ଫାଦର୍ସ ଡେ' ରେ ସାରା ପିତା ସୈଫଙ୍କ ସହ କିଛି ପିଲାଦିନର ଫଟୋ ସେୟାର କରିଥିଲେ । ତେବେ ସାରାଙ୍କ ଫ୍ୟାନପେଜରୁ ଆଉ ଏକ ଭିଡିଓ ଭାଇରାଲ ହୋଇଛି ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/saraalikhan_daily

ଭିଡିଓରେ ବେବି ସାରା ସୁଟିଂ ସେଟରେ ପିତା ସୈଫଙ୍କ ସହ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ସାରା ବହୁତ କ୍ୟୁଟ ଲାଗୁଛନ୍ତି । ଅରେଞ୍ଜ କଲର ଫ୍ରକ ସହ ଦୁଇପଟେ ଚୁଟି ବାନ୍ଧିବା ସହ ବହି ଦେଖି କିଛି ଖୋଜୁଥିବାର ଭିଡିଓରେ ଦେଖାଯାଇଛି । ସାରା ଏବେ ବି ସେତିକି କ୍ୟୁଟ ଅଛନ୍ତି ବୋଲି ଭିଡିଓରେ ଫ୍ୟାନ୍ସମାନେ କମେଣ୍ଟ ଦେଇଛନ୍ତି ।

23 ବର୍ଷୀୟ ଏହି ଷ୍ଟାରକିଡ କେବେ ନିଜ ଷ୍ଟାରଡମର ବ୍ୟବହାର କରିନାହାଁନ୍ତି । ସବୁବେଳେ ନିଜେ ପରିଶ୍ରମ କରି ସଫଳତା ପାଇବାକୁ ଚେଷ୍ଟା କରିଛନ୍ତି । ସାରା ଯେବେ ବି ମିଡିଆକୁ ଦେଖନ୍ତି ସବୁବେଳେ ହାତ ଯୋଡି ନମସ୍କାର କରନ୍ତି । ସାରାଙ୍କୁ ପ୍ରାୟ ସମୟରେ ଇଣ୍ଡିଆନ ଡ୍ରେସରେ ଦେଖିବାକୁ ମିଳିଛି । ସାରାଙ୍କ ଦୁଇ ଡେବ୍ୟୁ ଫିଲ୍ମ ସିମ୍ବା ଓ କେଦାରନାଥ ଦର୍ଶକଙ୍କୁ କାଫି ପସନ୍ଦ ଆସିଥିଲା ।

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.