ETV Bharat / sitara

ଆମେରିକାରେ ପୁଣିଥରେ ରିଲିଜ ହେବ 'ଷାଣ୍ଢ କି ଆଖ' - saand ki aankh re releases

ଆମେରିକାରେ ତାପସୀ ପନ୍ନୁ ଏବଂ ଭୂମି ପେଦନେକରଙ୍କ ଅଭିନୀତ ଚଳଚ୍ଚିତ୍ର 'ଷାଣ୍ଢ କି ଆଖ' ପୁନଃ ମୁକ୍ତିଲାଭ କରିଥିଲା। ଯାହାର ସୂଚନା ରିଲାଏନ୍ସ ଏଣ୍ଟରଟେନମେଣ୍ଟ ତାଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଅଧିକ ପଢନ୍ତୁ...

saand ki aankh re releases in the us
ଆମେରିକାରେ ପୁଣିଥରେ ରିଲିଜ କରିବ 'ଷାଣ୍ଢ କି ଆଖ'
author img

By

Published : Sep 4, 2020, 8:50 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଭୂମି ପେଦନେକରଙ୍କ ଅଭିନୀତ 'ଷାଣ୍ଢ କି ଆଖ' କରୋନାଭାଇରସ ମହାମାରୀ ମଧ୍ୟରେ ଆମେରିକା ସହରରେ ପୁନଃ ମୁକ୍ତିଲାଭ କରିଥିଲା।

ଯାହାର ସୂଚନା ରିଲାଏନ୍ସ ଏଣ୍ଟରଟେନମେଣ୍ଟ ତାଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି, "ନ୍ୟୁ ଜର୍ସି ବୁଲ୍ସ ପାଇଁ ମୁଁ ପ୍ରସ୍ତୁତ! ରିଗଲ୍ ହେଡଲି ଥିଏଟର ଏବଂ ନର୍ଥ ବ୍ରୁନସ୍ବିଇକ୍ ଟାଉନସିପ୍ ରେ RPX ରେ ପୁନଃ ରିଲିଜ୍ " ।

ତାପସୀ ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି।

ଗତ ବର୍ଷ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ତପସୀ ଏବଂ ଭୁମି ସୁଟର ଭୂମିକାରେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.