ETV Bharat / sitara

ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ‘ରୋମ୍ ରୋମ୍ ମେ’ - ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ‘ରୋମ୍ ରୋମ୍ ମେ’

ନବାଜୁବ୍ଦିନଙ୍କ ଫିଲ୍ମ ‘ରୋମ୍ ରୋମ୍ ମେ’ର ସ୍ପେଶାଲ ସ୍କ୍ରିନିଂ । ଆନ୍ତର୍ଜାତୀୟ ପରେ ବର୍ତ୍ତମାନ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Oct 22, 2019, 2:22 AM IST

ହାଇଦ୍ରାବାଦ: ରୋମ୍ ଫିଲ୍ମ ଫେଷ୍ଟିଭାଲରେ ସଫଳତା ପରେ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ନବାଜୁବ୍ଦିନଙ୍କ ‘ରୋମ୍ ରୋମ୍ ମେ’ । ଟ୍ବିଟରରେ ଏହି ସୂଚନା ଦେଇଛନ୍ତି ନବାଜୁବ୍ଦିନ ସିଦ୍ଦିକି । ଫିଲ୍ମକୁ ନିର୍ମାଣ କରିଛନ୍ତି ତନିସ୍ଥା । ନିଜେ କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ନବାଗତା ତନିସ୍ଥା ।

Roam rome me film screening
ଫଟୋ ସୌଜନ୍ୟ: ଏ ଏନ ଆଇ

ଫିଲ୍ମରେ ନବାଜୁବ୍ଦିନଙ୍କ ସମେତ ଭାଲେଣ୍ଟିନା କୋର୍ଟି, ଇଶା ତଲୱାର, ଫ୍ରାନ୍ସସେସ୍କୋ ଆପୋଲିନିଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ଆଗକୁ ନବାଜୁବ୍ଦିନ ଆଥିୟା ସେଟ୍ଟିଙ୍କ ସହ ‘ମୋତିଚୁର ଚକନାଚୁର’ରେ ନଜର ଆସିବେ ।

ଏହାସହ ‘ହାଉସଫୁଲ-4’ରେ ମଧ୍ୟ କମେଡି ପଞ୍ଚ୍ ଦେଇଛନ୍ତି ନବାଜୁବ୍ଦିନ । ଅନ୍ୟପକ୍ଷେ ‘ବୋଲେ ଚୁଡିୟାଁ’ରେ ମଧ୍ୟ ତମନ୍ନା ଭାଟିଆଙ୍କ ସହ ରୋମାନ୍ସ କରିବେ ନବାଜ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.