ETV Bharat / sitara

ପିୟୁଷ ଗୋୟଲଙ୍କ ଆରୋପର ଜବାବ ଦେଲେ ରିତେଶ - 26/11 taj hotel blasting

ପୂର୍ବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିଳାଶ ରାଓ ଦେଶମୁଖଙ୍କ ଉପରେ ହୋଇଥିବା ଅଭିଯୋଗ ଉପରେ ଯବାବ ରଖିଛନ୍ତି ତାଙ୍କ ପୁଅ ତଥା ବଲିଉଡ ଅଭିନେତା ରିତେଶ ଦେଶମୁଖ । ରିତେଶଙ୍କ ବାପା ବିଳାଶ ରାଓ ଦେଶମୁଖଙ୍କ ଉପରେ ଅଭିଯୋଗ ଆଣିଥିଲେ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : May 14, 2019, 11:41 AM IST

ହାଇଦ୍ରାବାଦ: ନିଜ ବାପା ତଥା ପୂର୍ବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିଳାଶ ରାଓ ଦେଶମୁଖଙ୍କ ଉପରେ ହୋଇଥିବା ଅଭିଯୋଗ ଉପରେ ଯବାବ ରଖିଛନ୍ତି ବଲିଉଡ ଅଭିନେତା ରିତେଶ ଦେଶମୁଖ । ଅଭିଯୋଗ ଆଣିଥିଲେ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ।

tweet
ଫଟୋ ସୌଜନ୍ୟ: ଏଏନଆଇ

2008ରେ ମୁ୍ମ୍ବାଇ 26/11 ଆକ୍ରମଣ ସମୟରେ ବିଳାଶ ରାଓ ଦେଶମୁଖ ପୁଅଙ୍କ ପାଇଁ ଫିଲ୍ମରେ ଚରିତ୍ର ବାଛୁଥିଲେ ଓ ରିତେଶ ଆକ୍ରମଣର ପରଦିନ ତାଜ ହୋଟେଲ ଆସିଥିଲେ ମାତ୍ର ଆଶ୍ଚର୍ଯ୍ୟର କଥା ରିତେଶ ଜଣେ ନିର୍ଦ୍ଦେଶକଙ୍କୁ ନେଇକି ଆସିଥିଲେ । ଯିଏକି ପରେ 2013ରେ ଏହା ଉପରେ ଏକ ଫିଲ୍ମ ନିର୍ମାଣ କରିଥିଲେ ବୋଲି ଅଭିଯୋଗ କରିଥିଲେ ପିୟୁଷ ଗୋୟଲ ।

ତେବେ ଏହାର ଜବାବରେ ରିତେଶ କହିଛନ୍ତି, 'ଏହା ସମ୍ପୁର୍ଣ୍ଣ ମିଛ । ବାପା କେବେ ମୋ ପାଇଁ କୈଣସି ନିର୍ଦ୍ଦେଶକ କିମ୍ବା ପ୍ରଯୋଜକଙ୍କ ସହ କଥା ହୋଇନାହାଁନ୍ତି । ମୁଁ ତାଜ ହୋଟେଲ ଯାଇଥିଲି ସତ ମାତ୍ର ବିସ୍ଫୋରଣ ସମୟରେ ମୁଁ ସେଠାରେ ନଥିଲି' ବୋଲି କହିଛନ୍ତି ରିତେଶ ।

ତେବେ ଅତି ବିନମ୍ର ଭାବେ ରିତେଶ କହିଥିଲେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବାର ସମ୍ପୁର୍ଣ୍ଣ ଅଧିକାର ଅଛି ମାତ୍ର ଯିଏ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇ ନିଜ ପକ୍ଷ ରଖିବାକୁ ଧରାପୃଷ୍ଠରେ ନାହାଁନ୍ତି, ତାଙ୍କ ଉପରେ କୌଣସି ଆରୋପ ଆଣନ୍ତୁ ନାହିଁ । ତେବେ ପିୟୁଷ ଗୋୟଲ ବାରାଣାଷୀର ଏକ ପ୍ରେସ ମିଟରେ କଂଗ୍ରେସ ବିରୋଧରେ ମନ୍ତବ୍ୟ ଦେବା ସମୟରେ ମୁମ୍ବାଇ ଆକ୍ରମଣ କଥା ଉଠାଇଥିଲେ ।

Intro:Body:

sdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.