ETV Bharat / sitara

ଗରିବ ପରିବାରରୁ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ନେଇ ଫେରିଲେ ରିଚା - ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ଜଲୱା

ପରିଶେଷରେ ରିଲିଜ ହୋଇଯାଇଛି ଆଗାମୀ ଫିଲ୍ମ ‘ମ୍ୟାଡମ୍ ଚିଫ୍ ମିନିଷ୍ଟର’ର ଟ୍ରେଲର । ଆସନ୍ତା 22ରେ ରିଲିଜ ହେବ ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍: ଇନଷ୍ଟାଗ୍ରାମ@ରିଚା ଚଡ୍ଡା
ଫଟୋ ସୌଜନ୍: ଇନଷ୍ଟାଗ୍ରାମ@ରିଚା ଚଡ୍ଡା
author img

By

Published : Jan 6, 2021, 2:10 PM IST

ମୁମ୍ବାଇ: ଏବର୍ଷ ସିନେମାହଲରେ ଦେଖିବାକୁ ମିଳିବ ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ଜଲୱା । ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ମ୍ୟାଡମ୍ ଚିଫ୍ ମିନିଷ୍ଟର’ର ଦମଦାର ଟ୍ରେଲର ମଙ୍ଗଳବାର ରିଲିଜ କରିଦେଇଛନ୍ତି ମେକର୍ସ । ବିଏସପି ସୁପ୍ରିମୋ ମାୟବତୀଙ୍କ ବାୟୋପିକ ଫିଲ୍ମ ‘ମ୍ୟାଡମ ଚିଫ୍ ମିନିଷ୍ଟର’ । ଟାଇଟେଲରୁ ଜଣାପଡି ଯାଉଛି ଯେ ଫିଲ୍ମ ରାଜନୀତି କାହାଣୀକୁ ନେଇ ଆଧାରିତ । ଦେଶରେ ଚାଲିଥିବା ରାଜନୀତି ପ୍ରସଙ୍ଗର ଝଲକ ବର୍ତ୍ତମାନ ଟ୍ରେଲରେ ଦେଖିବାକୁ ମିଳୁଛି ।

ସେହିପରି ଫିଲ୍ମର କାହାଣୀ ଜଣେ ଦଳିତ ଝିଅକୁ ନେଇ । ଯିଏ ନିଜ ଭାଗ୍ୟ ପରିବର୍ତ୍ତନ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ସାଜୁଛନ୍ତି । ଯାହା ତାଙ୍କ ପାଇଁ ସହଜ କଥା ନଥିଲା । ଏହାସହ ମନ୍ଦିରରେ କେବଳ ବଡ ଜାତି ଲୋକ ଯିବାର ପ୍ରଥାକୁ ନେଇ ମଧ୍ୟ ଫିଲ୍ମରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଛି । ଦେଖନ୍ତୁ ଟ୍ରେଲର...

ଟ୍ରେଲର ରିଲିଜ ପୂର୍ବରୁ ରିଚା ଟ୍ବିଟରରେ ଫିଲ୍ମର ଏକ ପୋଷ୍ଟର ସେୟାର କରିଥିଲେ, ’ମୁଁ ବହୁତ ଖୁସି ଅଛି ଯେ ଏହି ଫିଲ୍ମରେ ଅଭିନୟ କରିବାକୁ ନେଇ ।’ ପ୍ରକାଶ ଥାଉକି ଆସନ୍ତା 22ରେ ରିଲିଜ ହେବାକୁ ଯାଉଛି ଫିଲ୍ମ ।

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.