ETV Bharat / sitara

କୋରୋନାକୁ ନେଇ ଭାବବିହ୍ବଳ ରିଚାଙ୍କ ବାର୍ତ୍ତା - ରିଚା ଚଢାଙ୍କ ବାର୍ତ୍ତା

COVID-19 ମହାମାରୀର ସମୟରେ ରିଚା ଚଡ୍ଡା ଭାବପ୍ରବଣ ହୋଇ ଲୋକମାନଙ୍କୁ ଶରୀର ସହିତ ମନର ଯତ୍ନ ନେବାକୁ କହିଛନ୍ତି । ସେ କହିଛନ୍ତି ଯେ ପ୍ରତିଦିନ ସକାଳୁ ଉଠି ଧ୍ୟାନ କରିବା ଉଚିତ । ଆହୁରି ପଢନ୍ତୁ...

Richa Chadha meditates daily to avoid COVID-19 stress
COVID-19 ଉପରେ ରିଚା ଚଢାଙ୍କ ବାର୍ତ୍ତା
author img

By

Published : Apr 7, 2020, 8:03 PM IST

ମୁମ୍ବାଇ: COVID-19 ମହାମାରୀ ସମୟରେ ଅଭିନେତ୍ରୀ ରିଚା ଚଡ୍ଡା ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋଟିକୁ ରିଚାଙ୍କ ଭାଇ ଉଠେଇଛନ୍ତି । ସେ କହିଛନ୍ତି ଯେ, "ମୁଁ ପ୍ରତିଦିନ ସକାଳୁ ଉଠେ ଏବଂ ଧ୍ୟାନ କରେ ।

Richa Chadha meditates daily to avoid COVID-19 stress
COVID-19 ଉପରେ ରିଚା ଚଢାଙ୍କ ବାର୍ତ୍ତା

ଏପ୍ରିଲ 7 ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ତେଣୁ ମୁଁ ଲୋକମାନଙ୍କୁ କୋରୋନା ଭାଇରସ ବିଷୟରେ କିଛି କହିବି । ସେ କହିଛନ୍ତି,# ଲକଡାଉନ, # ସୋସିଆଲ ଡିଷ୍ଟାନ୍ସିଂଙ୍ଗ, # ସେଲଫ ଆଇସୋଲେଟିଙ୍ଗ # MENTALHEALTH । ଏହି କୋରୋନାଭାଇରସ ଆମକୁ ମନେପକାଇଦେଇଛି ଯେ, ଆମେ ପରସ୍ପର ଉପରେ ନିର୍ଭରଶୀଳ ।

ଶେଷରେ ଅଭିନେତ୍ରୀ ଲୋକମାନଙ୍କ ପାଇଁ ଏକ ସକାରାତ୍ମକ ଟିପ୍ପଣୀ ଲେଖିଥିଲେ ଯେ, "ମୁଁ ଆଶା କରେ ଆପଣମାନେ ମଧ୍ୟ ନିଜ ଶରୀର ସହିତ ମନର ଯତ୍ନ ନେଉଥିବେ" ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.