ETV Bharat / sitara

ରେଖା@65, ମା'ଙ୍କ ଠାରୁ ମାଡ ଖାଇ ସାଜିଥିଲେ ଅଭିନେତ୍ରୀ

author img

By

Published : Oct 10, 2019, 9:57 AM IST

ଆଜି ବି-ଟାଉନର ସୁନ୍ଦରୀ ଅଭିନେତ୍ରୀ ରେଖା ନିଜର 65ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନକୁ ନେଇ ଉତ୍ସାହିତ ଫ୍ୟାନ୍ସ । ଏହି ଖାସ୍ ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ଅକୁହା କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେଖା ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡର ଏଭରଗ୍ରୀନ ସୁପରଷ୍ଟାର ଏବଂ ଟାଇମଲେସ ବ୍ୟୁଟି ରେଖାଙ୍କ ଆଜି 65ତମ ଜନ୍ମଦିନ । ରେଖା ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ଆଜି ମଧ୍ୟ ରେଖାଙ୍କ ସୌନ୍ଦର୍ଯ୍ୟର ଦିୱାନା ଲକ୍ଷ ଲକ୍ଷ ଦର୍ଶକ। ସେହିପରି ତାଙ୍କ ସୌନ୍ଦର୍ଯ୍ୟ ପଛରେ ଅନେକ ରହସ୍ୟ ଲୁଚି ରହିଛି। ଯେଉଁଥିରେ ଖୁବ୍ ପାଣି ପିଇବାଠୁ ନେଇ ଆୟୁର୍ବେଦି ଚିକିତ୍ସା ମଧ୍ୟ ସାମିଲ ଅଛି । ତେବେ ଏହି କାରଣ ପାଇଁ ଆଜି ମଧ୍ୟ ଫିଟ୍ ଲାଗନ୍ତି ରେଖା ।

photo-1
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେଖା ଫ୍ୟାନକ୍ଲବ

ହିନ୍ଦୀ ସିନେମାକୁ ରେଖାଙ୍କ ବଡ ଯୋଗଦାନ। ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ପାଗଳ ମଧ୍ୟ କରିଛନ୍ତି ସେ । ଡାନ୍ସରେ ମାହିର ଥିବା ରେଖାଙ୍କ ଅଭିନୟର ଯେତେ ବି ପ୍ରଶଂସା କରିବା ତାହା କମ ହେବ । କିନ୍ତୁ ରେଖା ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଆଦୌ ପସନ୍ଦ କରୁନଥିଲେ ବୋଲି ହୁଏତଃ କିଛି ଦର୍ଶକଙ୍କୁ ଜଣାଥିବ । କଥାଟି ହେଲା କି ସେ କେବେ ମଧ୍ୟ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ଏକ ସାକ୍ଷାତକାରରେ ରେଖା କହିଥିଲେ କି ତାଙ୍କୁ ଜବରଦସ୍ତି ଅଭିନେତ୍ରୀ କରାଯାଇଛି ।

photo-2
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେଖା ଫ୍ୟାନକ୍ଲବ

ସେ ରାତାରାତି ଷ୍ଟାର ହୋଇଯାଇଥିଲେ । କିନ୍ତୁ ଯେବେ ସଫଳତା ମିଳିବା ଆରମ୍ଭ ହେଲେ ସେ ଅନୁଭବ କରିଥିଲେ କି କେବଳ ଷ୍ଟାର ହେଲେ ଆପଣଙ୍କୁ ଇଣ୍ଡଷ୍ଟ୍ରିରେ ପରିଚୟ ମିଳିବ ନାହିଁ । ବରଂ ଜଣେ ଆର୍ଟିଷ୍ଟ ମଧ୍ୟ ହେବାର ଆବଶ୍ୟକ ଅଛି । ମା'ଙ୍କ ସାହାଯ୍ୟରେ ଷ୍ଟାର ହୋଇଥିଲେ ସତ କିନ୍ତୁ ପରେ ଅଭିନୟ ଦୁନିଆକୁ ହିଁ ସେ ବାଛିଥିଲେ ।

photo-3

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.