ETV Bharat / sitara

ଜାଣନ୍ତୁ କ'ଣ ପାଇଁ ରଣବୀରଙ୍କ ଫ୍ୟାନ ତଳେ ବସିଥିଲେ ? - fann controversy

ଫ୍ୟାନଙ୍କୁ ତଳେ ବସେଇବାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓର ସତ୍ୟତା ବିଷୟରେ ସ୍ପଷ୍ଟ କରିଛନ୍ତି ଫ୍ୟାନ ବିକ୍ରାନ୍ତ ସିଂହ ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ/ranbirkapooruniverse
author img

By

Published : Jun 11, 2019, 12:04 PM IST

ହାଇଦ୍ରାବାଦ: ଫ୍ୟାନଙ୍କୁ ଦେଖା କରିବା ଭାରି ପଡିଲା ରଣବୀର କପୁରଙ୍କୁ । ଫ୍ୟାନଙ୍କୁ ଦେଖା କରିବା ସମୟରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ରଣବୀର ସୋଫା ଉପରେ ବସିଥିବା ବେଳେ ଫ୍ୟାନ ବସିଥିଲେ ତଳେ ।

vikrant singh
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ/ranbirkapooruniverse

ତେବେ ଏନେଇ ସ୍ପଷ୍ଟ କରିଛନ୍ତି ଫ୍ୟାନ ବିକ୍ରାନ୍ତ ସିଂହ । ବିକ୍ରାନ୍ତଙ୍କ କହିବା କଥା, ସେ ରଣବୀରଙ୍କ ପାଇଁ ଏକ ଫଟୋ ଆଲବମ କରି ଆଣିଥିଲେ ତେଣୁ ତଳେ ବସି ତାଙ୍କୁ ଆଲବମ ଦେଖାଉଥିଲେ ଓ ରଣବୀର ଜଣେ ଭଲ ସେଲିବ୍ରିଟି ବୋଲି ମଧ୍ୟ କହିଛନ୍ତି ବିକ୍ରାନ୍ତ ।

Ranbir kapoor

ରଣବୀର ବିକ୍ରାନ୍ତଙ୍କୁ ଏକ ରେଡ କଲର କ୍ୟାପ ମଧ୍ୟ ଗିଫ୍ଟ କରିଛନ୍ତି । ତେବେ ପୂର୍ବରୁ ଭାଇରାଲ ହୋଇଥିବା ଭିଡିଓଟିରେ ଫ୍ୟାନଙ୍କୁ ତଳେ ବସିଥିବାର ଦେଖି ସୋସିଆଲ ମିଡିଆରେ ରଣବୀରଙ୍କୁ ଟ୍ରୋଲ କରାଯାଇଥିଲା । ପ୍ରକାଶଥାଉକି, ରଣବୀର ଓ ଆଲିଆ ଏବେ ବାରାଣାସୀରେ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Intro:Body:

htrj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.