ETV Bharat / sitara

ସୁଟିଂ ସମୟରେ ଦେହରେ ସାନିଟାଇଜର ସିଞ୍ଚନ କଲେ ରବୀନା - ସୁଟିଂ ସମୟରେ ଦେହରେ ସାନିଟାଇଜର ସିଞ୍ଚନ କଲେ ରବୀନା

ନିକଟରେ ରବୀନା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରବୀନା ନିଜ ପୁରା ଦେହରେ ସାନିଟାଇଜର ସିଞ୍ଚନ କରୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

raveena-tandon-video-of-sanitiser-shower-during-shooting
ସୁଟିଂ ସମୟରେ ଦେହରେ ସାନିଟାଇଜର ସିଞ୍ଚନ କଲେ ରବୀନା
author img

By

Published : Mar 3, 2021, 9:47 PM IST

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ । ନିକଟରେ ରବୀନା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରବୀନା ନିଜ ପୁରା ଦେହରେ ସାନିଟାଇଜର ସିଞ୍ଚନ କରୁଥିବାର ଦେଖିବାକୁ ମିଳିଛି ।

ଇନଷ୍ଟାଗ୍ରାମରେ ନିଜର ଭିଡିଓ ସେୟାର କରି କ୍ୟାପସନରେ ରବୀନା ଲେଖିଛନ୍ତି, 'ପଗଲା ଗଇ ହେ ଛୋରୀ! ମୁଁ ନିଜ ଉପରେ ସେଣ୍ଟ ସ୍ପ୍ରେ କରୁନାହିଁ, ସାନିଟାଇଜର ସିଞ୍ଚନ କରୁଛି! କରୋନାରୁ ସୁରକ୍ଷା, ସାନିଟାଇଜରର କବଚ! ଆଜିକାଲି ମୁଁ ଏହିପରି ସୁଟିଂ କରେ! କ 'ଣ କରିବା! କିନ୍ତୁ ଆଜିକାଲି ଏହା ସ୍ବାଭାବିକ ।

ଏବେ ରବୀନାଙ୍କ ଏହି ଭିଡିଓକୁ ଫ୍ୟାନ୍ସ ବହୁ ପସନ୍ଦ କରିବା ସହ କମେଣ୍ଟ ବକ୍ସରେ ବହୁ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ, ରବୀନା ସାଉଥର ସୁପରଷ୍ଟାର ୟଶଙ୍କ ସହ 'କେଜିଏଫ୍ ଚାପ୍ଟର- 2'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.