ETV Bharat / sitara

‘ବୋଲେ ଚୁଡିୟାଁ’ରେ ନବାଜୁବ୍ଦିନଙ୍କ ରାପ

ଜବରଦସ୍ତ ଅଭିନୟ ପରେ ଏବେ ନବାଜୁବ୍ଦିନଙ୍କୁ ରାପର ଅନ୍ଦାଜରେ ଦେଖିବାକୁ ମିଳିବ । ‘ବୋଲେ ଚୁଡିୟାଁ’ରେ ରାପ ଗାଇବେ ନବାଜୁବ୍ଦିନ ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Jul 14, 2019, 12:46 AM IST

ହାଇଦ୍ରାବାଦ: ଚମତ୍କାର ଅଭିନୟ ପରେ ଏବେ ଦେଖିବାକୁ ମିଳିବ ନବାଜୁବ୍ଦିନଙ୍କ ରାପ ଅନ୍ଦାଜ । ତାଙ୍କ ଭଏସରେ ଦର୍ଶକ ଶୁଣିବାକୁ ପାଇବେ ରାପ । ‘ବୋଲେ ଚୁଡିୟାଁ’ ରାପ ଗାଉଥିବାର ନଜର ଆସିବେ ନବାଜୁବ୍ଦିନ ।

ନବାଜୁବ୍ଦିନଙ୍କ ଭାଇ ଶାମ୍ସ ନବାବ ସିଦିକିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଛି ଫିଲ୍ମ ‘ବୋଲେ ଚୁଡିୟାଁ’। ଏଥିରେ ‘ସ୍ବାଗି ଚୁଡିୟାଁ’ନାମକ ଏକ ଗୀତରେ ରାପ ଗାଇବେ ‘ଗ୍ୟାଙ୍ଗ ଅଫ ୱାସିପୁର’ର ଏହି ଅଭିନେତା । ଫିଲ୍ମରେ ନବାଜୁବ୍ଦିନଙ୍କ ସହ ନଜର ଆସିବେ ସାଉଥ ସୁନ୍ଦରୀ ତମନ୍ନା ଭାଟିଆ ।

ଫିଲ୍ମରେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ରାଜେଶ ଓ କିରଣ ଭାଟିଆ । ରାଜସ୍ଥାନରେ ଫିଲ୍ମର ସୁଟିଂ ଶେଷ ହୋଇଛି । ଫିଲ୍ମ ନିର୍ମାତା ଅନୁରାଗ କସ୍ୟପ ମଧ୍ୟ ଫିଲ୍ମ ନିର୍ମାଣରେ ସହାୟତା କରିବେ । ତେବେ ନିକଟରେ ନବାଜୁବ୍ଦିନ ‘ରାତ୍ ଅକେଲି ହେ’ର ସୁଟିଂ ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.